ଗୁଲୁ ସଲ୍ୟୁସନ୍ର ୫ କାଉଁଟର ଖୋଲିଲା
ଢେଙ୍କାନାଳ ୩/୯:- ଢେଙ୍କାନାଳ ବସଷ୍ଟାଣ୍ଡ ସ୍ଥିତ ଗୁଲୁ ସଲ୍ୟୁସନ୍ ତା’ର ୫ମ କାଉଁଟର ଖୋଲିଅଛି । ୧୦ବର୍ଷ ତଳେ ପ୍ରଥମେ ଢେଙ୍କାନାଳରେ ବି.ବି. ହାଇସ୍କୁଲ୍ ସମ୍ମୁଖରେ ଖୋଲାଯାଇଥିଲା ପରେ ଏହା ଓଡିଶାର ବିଭିନ୍ନ ଯାଗା ଯଥା-ଭୁବନେଶ୍ବର, ଅନୁଗୁଳ, ଯାଜପୁରରେ ରହିଥିବାବେଳେ ଏହା ଢେଙ୍କାନାଳର ଦ୍ଵିତୀୟ କାଉଁଟର ଖୋଲାଯାଇଅଛି । ଆଜି ଏହାର ୫ମ କାଉଁଟରକୁ ଅବସରପ୍ରାପ୍ତ ଉପଖଣ୍ଡ ପୋଲିସ୍ ଅଧିକାରୀ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ନିତ୍ୟାନନ୍ଦ ପତି ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ । ଦୋକାନର ମାଲିକ ରାକେଶ ପତି ଓ ରାଜେଶ ପତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଠାରେ ସମସ୍ତ ପ୍ରକାର କଂପ୍ୟୁଟର ଉପକରଣ, ଫ୍ରିଟର, ଫ୍ରିଟର କାଳି, ସିସି ଟିଭି କ୍ୟାମେରା ଏବଂ ସମସ୍ତ ପ୍ରକାର ଆଇଟି ପ୍ରଡକ୍ଟ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଅଛି । ଏଠାରେ ଲେଜର ଫ୍ରିଟର ୯୯ ଟଙ୍କାରେ ରିଫିଲିଂ କରାଯାଉଅଛି ।




