ଦୁଇ ବିଧାୟକଙ୍କୁ ବିଜେଡିରୁ ବହିଷ୍କାର କଲେ ବିଜେଡି ସଭାପତି
ଆଜି ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ୨ ବିଧାୟକଙ୍କୁ ବହିଷ୍କାର ଘୋଷଣା କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଜନ ବିରୋଧୀ କାର୍ଯ୍ୟକଳାପ ନେଇ ଉଭୟଙ୍କୁ ବହିଷ୍କାର କରାଯାଇଛି ।

All rights reserved. Designed by Inter Softech