( ବରିଷ୍ଠ ଆଇନୀଜୀବି ଘନଶ୍ୟାମ ଶତପଥୀ ଙ୍କ ପ୍ରଥମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ )
ଜଗତସିଂହପୁର
ତା =25/10/23
ଜଗତସିଂହପୁର ଜ଼ିଲ୍ଲା ର ସୁଯୋଗ୍ୟ ସନ୍ତାନ, ବରିଷ୍ଟ ଆଇନୀଜୀବି, ବଟଶ୍ରୀକ୍ଷେତ୍ର ର ଠାକୁରରାଜା, ଭଗବତ ପ୍ରେମୀ,ମିଷ୍ଟଭାସି ସ୍ୱର୍ଗତ ଘନଶ୍ୟାମ ଶତପଥୀ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜନ୍ମମାଟି ପଟେଣୀଗାଁ ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି | ଜଗତସିଂହପୁର ଜ଼ିଲ୍ଲା ସତ୍ୟସାଇ ସମିତି ପକ୍ଷରୁ ଭଗବତ ଆଲୋଚନା, ସତସଙ୍ଗ, ସମୂହ ଶ୍ରଦ୍ଧାଞ୍ଜଳି ଆଦି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା |ଉପସ୍ଥିତ ସମସ୍ତ ସଦସ୍ୟ |ସ୍ବର୍ଗତ ଘନଶ୍ୟାମ ଶତପଥୀ ଙ୍କ ଫଟୋ ଚିତ୍ର ରେ ପ୍ରଦୀପ୍ତ ପ୍ରଯ୍ୟଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ସୁପୁତ୍ର ସତ୍ୟ ସାଗର ଶତପଥୀ ଓ ଅନ୍ୟନ୍ୟ ଅତିଥି ମାନଙ୍କ ଦ୍ଵାରା ସ୍ମରଣିକା ଉନ୍ମୋଚନ କରାଯାଇଥିଲା |
ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଜନ ସାଧାରଣ, ବୁଦ୍ଧିଜୀବୀ, ଆଇନୀଜୀ ବହୁ ସଂଖ୍ୟା ରେ ଯୋଗଦେଇ ସ୍ବର୍ଗତ ଆତ୍ମା ର ସଦଗତି କାମନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)

