ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ Naveen_Odisha ପୁରୀରେ ହବିଶ୍ୟାଳିମାନଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି। ପବିତ୍ର କାର୍ତ୍ତିକ ମାସରେ ମା’ମାନଙ୍କ ସୁବିଧାରେ ବ୍ରତ ପାଳନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପୁରୀରେ ୩,୦୦୦ରୁ ଅଧିକ ମା’ଙ୍କ ପାଇଁ ରହିବାଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ଆଦି ବ୍ୟବସ୍ଥା ହୋଇଛି।

April 21, 2026/
No Comments



