ମଦ ବନ୍ଦ ପାଇଁ ଅଣ୍ଟା ଭିଡିଲେ ଗାଁ ମହିଳା
ତା ୬/୧୧/୨୪ । ଢେଙ୍କାନାଳ,।। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବମ୍ଫା ପଞ୍ଚାୟତ ର ତିନି ଶହ ରୁ ଉର୍ଦ୍ଧ ମହିଳା ଏକାଠି ହୋଇ ମଦ ବିକ୍ରି ବନ୍ଦ୍ ପାଇଁ ଗ୍ରାମ ପରିକ୍ରମା କରି ବିଭିନ୍ନ ଶ୍ଵଗ୍ଲାନ ଦେଇ ଗାଁ ପରିକ୍ରମା କରିଥିଲେ, ମୂଖ୍ୟତଃ ନିରୁପମା ରାଉତ, ମିନତୀ ରାଉତ, ମାଳତୀ ଭୋଇ,ମାଣିକ ଦେହୁରୀ,ଲିଲୀ ରାଉତ, ସୁବାସନି ଦେହୁରୀ,ସଞ୍ଜୁକ୍ତା ବେହେରା, ପୁଷ୍ପଲତା ରାଉତ ଏବଂ ଏହି କାର୍ଯ୍ୟକ୍ରମ ର ମୂଖ୍ୟ ସବିତା ଚକ୍ର ଏହାର ନେତୃତ୍ୱ ନେଇଥିଲେ



