ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲା ସ୍ତରୀୟ ୧୨୩ତମ ଜୟଷ ପାଳିତ
ଅନୁଗୋଳ, ତା.୨୩.୧୧:- ମହାନ ଜନନାୟକ, ସର୍ବୋଦୟ ନେତା, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ନବକୃଷ୍ଣ ଚୌଧୁରୀଙ୍କ ୧୨୩ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ସଭାଘର ଠାରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅତର ସ୍ବର୍ଗତ ନବକୃଷ୍ଣ ଚୌଧୁରାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଦିଲିପ କୁମାର ମିଶ୍ର, ଅନୁଗୋଳ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଡ.ବିଶ୍ବ ଭୂଷଣ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧୁକାରୀ, ବାଜିରାଉତ ଛାତ୍ରାବାସର ଅନ୍ତେବାସୀ, ବୁଦ୍ଧିଜିବୀ ଓ ଗଣମାଧ୍ୟମର ପ୍ରତିନିଧ୍ ପ୍ରମୁଖ ଉପସ୍ଥିତ ଥିଲେ ।
ଯୋଗ ଦେଇ ନବକୃଷ୍ଣ ଉପସ୍ଥିତ ଛାତ୍ର ଛାତ୍ରୀମାନଂକୁ ଆହ୍ବାନ ଦ୍ବାନ ଦେଇଥ୍ ଲେ । ମୁଖ୍ୟ ଡ. ଡ.ଧରଣୀ ଧର ନାଥ ସ୍ବର୍ଗତ ଏହି ପରିପ୍ରେକ୍ଷୀରେ ଗତକାଲି ପୂର୍ବାହ୍ନରେ ଏକ ଜିଲ୍ଲା ସ୍ତରୀୟ ସଭା ବିଭିନ୍ନ ବିଦ୍ୟାଳୟର ଛାତ୍ର ତ୍ରୀମାନଂକୁ ନେଇ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ହୋଇଥୁଳ ଲଥୁଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ସରଳ ଜୀବନଯାପନ, ସାମାଜିକ ସେବା ମନୋଭାବ, ପିଲାମାନଂକ ପ୍ରତି ତାଂକର ସଂକର ସ୍ନେହ 6 ଭାବ ଭବିଷ୍ୟତ ପିଢି ପାଇଁ ପ୍ରେରଣାଦାୟକ ବୋଲି କହିଥିଲେ । ସମ୍ମାନୀତ ବକ୍ତା ଭାବେ ବେ ଅନୁଗୋଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ସର ଚୌଧୁରୀଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ନୀତି ନୀତି ଓ ଓ ଆଦର୍ଶରେ । ଅନୁପ୍ରାଣିତ ହେବା ପାଇଁ ବକ୍ତା ଭାବେ ଅବସରପ୍ରାପ୍ତ ସଭାପତି, ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ନବକୃଷ୍ଣ ଚୌଧୁରୀଙ୍କ ସରଳ । ଜୀବନ ଓ ଓ ଆଦର୍ଶ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ସ୍ବାଧୀନତା ସଂଗ୍ରାମରେ ଓ ଆଧୁନିକ ଓ ଓଡିଶା ଗଠନରେ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଭୂମିକା ଅତୁଳନୀୟ ଥିଲା । ସମାଜର ଦଳିତ,ନିଷ୍ପେଷିତ ଜନସାଧାରଣଙ୍କ ହାତରେ ମଶାଲ ଧରାଇ ସଠିକ୍ ଦିଗଦର୍ଶନ ଦେଖାଇଥୁବାରୁ ତାଂକୁ ଲୋକନାୟକ ଏବଂ ଜନନାୟକ ବୋଲି କୁହାଯାଏ । ଏହି ପରିପ୍ରେକ୍ଷୀରେ ମୁଖ୍ୟବକ୍ତା ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ରାଜନୈତିକ ଜୀବନ ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନେଇଥିବା ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଏହି ଜୟନ୍ତୀ ପାଳନ ଉପଲକ୍ଷେ ଆୟୋଜିତ ହୋଇଥିବା ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଂକୁ ମୁଖ୍ୟ ଅତିଥୁ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ଅତିଥୁମାନଂକ ଦ୍ବାରୀ ପ୍ରଦୀପ ପ୍ରଜ୍ଜଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଊଚ୍ଚ ବିଦ୍ୟାଳୟର ୧୦୦ରୁ ଊର୍ଷ ଛାତ୍ର ଛାତ୍ରୀ, ଶିକ୍ଷକ ପ୍ରତିନିଧୂ ପ୍ର ବିଷ୍ଣୁ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ଶିକ୍ଷୟତ୍ରୀ, ଗଣମାଧ୍ୟମର



