କଳିଙ୍ଗ ନଗରସ୍ଥିତ ବେଦମାତା ଗାୟତ୍ରୀ ପନ୍ଦର ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗର ସ୍ଥିତ ରେ ଥିବା ବେଦମାତା ଗାୟତ୍ରୀ ମନ୍ଦିରର ପନ୍ଦର ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି ଏହି ପରିପ୍ରେକ୍ଷୀରେ ବଡ଼ବିଲ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦ୍ଵୀପ ପ୍ରଜ୍ଜ୍ୱଳନ କରିବା ସହ କରିବା ସହ ଧର୍ମ ଧ୍ଵଜା ଉତ୍ତୋଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅଞ୍ଚଳର ତଥା କେନ୍ଦୁଝର ଜିଲ୍ଲା ଓ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ଗାୟତ୍ରୀ ପରିବାର ର ସଦସ୍ୟ ମାନେ ଯୋଗଦେଇଥିଲେ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



