ଗୋଲାମୁଣ୍ଡା ଠାରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ।
ଗୋଲାମୁଣ୍ଡା/
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରି ଙ୍କ କାର୍ଯ୍ୟାଳୟ ତରଫରୁ ଗୋଲାମୁଣ୍ଡା ଠାରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁକ୍ଷ ଅତିଥି ଭାବେ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରି ଭବାନି ଶଙ୍କର ଯୋସି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରି ଳବଣୀ ନାଏକ , ପ୍ରଧାନ ଶିକ୍ଷକ ରାଜିବ ଖମାରୀ, ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା,ବିଆରପି ଅବନୀ ପ୍ରଧାନ ଆଇଇଭି ଶିବ ତ୍ରିପାଠୀ, ଜନାର୍ଦ୍ଦନ ବାଗ,କମଳ ଲୋଚନ ବଗର୍ତ୍ତୀ,ବବିତା ସୁନାନୀ, କେଦାର ସବର୍, ପ୍ରମୁଖ ମଞ୍ଚାସିନ ହୋଇଥିଲେ । ପ୍ରଥମେ ଗୋଲାମୁଣ୍ଡା ସହର ପରିକ୍ରମା କରି ଜନ ସାଧାରଣ ଙ୍କୁ ସଚେତନ କରିଥିଳେ।
ଧର୍ମଗଡ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉ j
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


