ବନେଶ୍ୱର, ୧୧/୦୧ : ରାଜଧାନୀ ଭୁବନେଶ୍ୱରରୁ କ୍ୱାଲାଲାମ୍ପୁରକୁ ସିଧା ବିମାନ ଉଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ସିଧାସଳଖ ବିମାନ ଉଡ଼ାଣ ପାଇଁ ଚୁକ୍ତି ଶେଷ ହୋଇଛି ବୋଲି ପ୍ରବାସୀ ଭାରତୀୟଙ୍କ ଦାବି ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଥିବା ଜଣାପଡ଼ିଛି।

August 2, 2026/
No Comments


