ଭାରତୀୟ ୟୋଗ ସଂସ୍ଥାନ ଢେଙ୍କାନାଳ ୟୋଗ ଜିଲ୍ଲାରେ ବସନ୍ତ ଉତ୍ସବ ପାଳନ
ଢେଙ୍କାନାଳ – ଆଜି ଢ଼େଙ୍କାନାଳ ଯୋଗ ଜିଲ୍ଲା ରେ କଣ୍ଟା ନlଳି ୟୋଗ କେନ୍ଦ୍ର ଠାରେ ବସନ୍ତ ଉତ୍ସବ ପାଳନ କରାଯାଇଥିଲା l ଏଥିରେ ଏଥିରେ ସତା ଧିକ ସାଧକ ସାଧିକl ଉପସ୍ଥିତ ଥିଲେ l ଏଥି ସହିତ ଜିଲ୍ଲା ପ୍ରଧାନ ସୁଶିଲ କୁମାର ପଣ୍ଡା ଜି l ଜିଲ୍ଲା ଉପ ପ୍ରଧାନ ରଘୁନାଥ ତ୍ରିପାଠୀ ଜି l ଜିଲ୍ଲl ମନ୍ତ୍ରି । ଦିଲ୍ଲୀପ ଜୀ । ଜିଲ୍ଲା ସଙ୍ଗଠନ। ମନ୍ତ୍ରୀ Dr।,N, c, Rout ji ସମେତ ଖେତ୍ର ଅଧିକାରୀ । କେନ୍ଦ୍ର ପ୍ରମୁଖ , ଉପ ପ୍ରମୁଖ ଉପସ୍ଥିତି ରହି ଧୁମ୍ ଧାମରେ ପାଳନ କରାଯାଇଥିଲା । ବସନ୍ତ ଉତ୍ସବ କାହିଁକି ପାଳନ କରାଯାଏ ଓ କେନ୍ଦ୍ର ପ୍ରମୁଖ ୟୋଗ କେନ୍ଦ୍ର ର ମେରୁଦଣ୍ଡ ବୋଲି କୁହା ଯାଇଥିଲା l ତ l ସହିତ କେନ୍ଦ୍ର ପ୍ରମୁଖ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଓ ଧନ୍ୟବାଦ୍ ଦିଆ ଯାଇଥିଲା lଶେଷରେ ଶାନ୍ତି ପାଠ କର ଯାଇ ସଭା ସାଙ୍ଗ କରlଯାଇଥିଲା l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)

