Title
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଲ ପଂଚାୟତ ହାଟ ପଡିଆରେ ରାସୋଲ କ୍ରିକେଟ କପ ର ଫାଇନାଲ ମ୍ୟାଚ ହୋଇଯାଇଛି.. ଆଜିର ଫାଇନାଲ ମ୍ୟାଚ ମେଘା ଏକାଦଶ ଓ ଅଭିମାନ ପୁର ଏକାଦଶ ମଧ୍ୟରେ ହୋଇଥୁଲା.. ତିନି ସ୍ତରୀୟ ବିଶିଷ୍ଟ ମ୍ୟାଚ ରୁ ଦୁଇଟି ମ୍ୟାଚ ଜିତି ମେଘା ଏକାଦଶ ଏବର୍ଷ ରାସୋଲ କପ କୁ ହାସଲ କରିଥିଲା, ଆଜି ରବିବାର ଛୁଟି ଥୂବାରୁ ଅନେକ ଦର୍ଶକ ଷ୍ଟାଡିଅମ ରେ ବସି ଖେଳ ସାଙ୍ଗକୁ, ଚିରସ ଗାର୍ଲ ଓ ଡିଜେ ସଂଗୀତ କୁ ଉପଭୋଗ କରୁଥିବାର ଦେଖା ଯାଇଥିଲା.. ଆଜିର ଫାଇନାଲ ମ୍ୟାଚ ର ମୁଖ୍ୟ ଅତିଥ୍ ବ୍ଲକ ଅଧ୍ୟାଖ୍ୟା ଶ୍ରୀମତୀ ସସ୍ମିତା ରାଣୀ ନାୟକ, ଓ ରାସୋଲ ଷ୍ଟେଟ ବ୍ୟାଙ୍କ ସାଖାର ମ୍ୟାନେଜର, ବିଜେତା ଓ ଉପ ବିଜେତା କୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ,, ପରିଶେଷରେ ସଙ୍ଘର ସାଭାପତି ଶ୍ରୀକାନ୍ତି ସାହୁ ଆୟୋଜନ ରେ ସାହାଯ୍ୟ କରିଥିବା ସାମସ୍ତ ସଦସ୍ୟ ମାନଙ୍କୁ ଓ ଅତିଥ୍ ମାନଙ୍କୁ ଧନ୍ୟବାଦ ଜାଣାଇଥିଲେ…
1/1



