ପାକିସ୍ତାନର ୮ ମିସାଇଲକୁ ମାରି ଖସାଇଲା ଭାରତ । S400 ପୋଖରାନରେ ମିସାଇଲ ମାରି ଖସାଇଲା ଭାରତ। ଆରଏସ୍ପୁରା, ଅରନିଆରେ ପାକିସ୍ତାନର ମିସାଇଲ ଖସାଇଲା ଭାରତ ।
ସତବାରୀ ଏବଂ ସାମ୍ବାରେ ପାକିସ୍ତାନର ମିସାଇଲ ଖସାଇଲା ଭାରତ। ପାକିସ୍ତାନର ୨ଟି ଫାଇଟର ଜେଟ୍କୁ ମାରି ଖସାଇଲା ଭାରତ। ପାକିସ୍ତାନର ୨ଟି ଫାଇଟର ଜେଟ୍ FJ-17 ଧ୍ବଂସ କଲା ଭାରତ।



