ପୋଖରୀରେ ଭାସୁଛି କୁଢ଼କୁଢ଼ ଆବର୍ଜନା, ଅତିଷ୍ଠ ଅଂଚଳବାସୀ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ପୋଖରୀରେ ଭାସୁଛି କୁଢ଼କୁଢ଼ ଆବର୍ଜନା, ଅତିଷ୍ଠ ଅଂଚଳବାସୀ

ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ତାଳଚେର, ୧୨/୦୫ ପୋଖରୀରେ ଭାସୁଛି କୁଢ଼କୁଢ଼ ଆବର୍ଜନା ମଦବୋତଲ, ପ୍ଲାଷ୍ଟିକ ବୋତଲ ଓ ପଲିଥିନ ଭିତରେ ହଜିଯାଇଛି ପାଣିର ସତା, କେବଳ ସେତିକ ନୁହେଁ ଯିଏ ଯାହା ପାରିଲା ଏଠାରେ ପକାଇଲା । ଫଳରେ ପାଣି ଦୂଷିତ ହେବା ସହିତ ସେହି ପାଣି ବ୍ୟବହାର ପାଇଁ ଆଦୌ ଉପଯୋଗୀ ନୁହେଁ । ଚାରିପାଖରେ ଅନାବନା ଗଛ ସହିତ ବଣବୁଦା ହୋଇଥିବାରୁ ପୋଖରୀ ସୌନ୍ଦର୍ଯ୍ୟ ଚୂଲିକୁ ଯାଇଛି । ଆବର୍ଜନା ଗୁଡ଼ିକ ଜମାହୋଇ ପଚିଯିବାରୁ ପାଣି ଦୂଷିତ ହେବା ସହ ପଙ୍କକାଦୁଅରେ ଭର୍ତି ହୋଇଛି । ଏପରିକି, ଏହି ପୋଖରୀର ସୌନ୍ଦର୍ଯ୍ୟ ଓ ଉନ୍ନତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବିନିମୟରେ ପୋଖରୀ ପୁନରୁଉଦ୍ଧାର, ହୁଡ଼ାର ଚର୍ତୁପାଶ୍ୱର୍ରେ ଟାଇଲ୍ସରେ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ଏହି ଟାଇଲ୍ସ ଗୁଡ଼ିକ ଏବେ ଭାଙ୍ଗି ରୁଜି ବିପର୍ଯ୍ୟସ୍ତ ଅବସ୍ଥାରେ । ଏପରିକି, ପୋଖରୀର ଜଳ ନିୟମିତ ଭାବେ ନିଷ୍ଟାସନ ହେଉନଥିବାରୁ ସେହି ଜଳ ଦୀର୍ଘବର୍ଷ ରହି ନୀଳ ରଙ୍ଗ ହୋଇ ଏହାର ଜଳ ପରିତ୍ୟକ୍ତ ହେଉଥିବାରୁ ତାହା ଅନୁଯୋଗୀ ହୋଇଛି ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି । ଏଭଳି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି ତାଳଚେର ପୌରପରିଷଦର ରାଜାରାଜୁଡ଼ା ଅମଳରୁ ସୌଭାଗ୍ୟ ସାଗର ପୋଖରୀ । ଏହା ଏବେ ସୌଭାଗ୍ୟ ସାଗର ପରିବର୍ତେ ଦୁର୍ଭାଗ୍ୟ ସାଗରରେ ପରିଣତ ହୋଇଛି । ଏହାର ଭିତିଭୂମି ନିର୍ମାଣ ଓ ପୁନରଉଦ୍ଧାର ପାଇଁ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଠାରୁ ଆରମ୍ଭ କରି ପ୍ରାକ୍ତନ ଢ଼େଙ୍କାନାଳ ସାଂସଦ ତଥାଗତ ଶତପଥୀ ଓ ପୂର୍ବରୁ ରହିଆସିଥିବା ନଗରପାଳ ପ୍ରମୁଖ ଏହାର ଉନ୍ନତି ନେଇ ଅଂଟା ଭିଡ଼ି ବ୍ୟୟବରାଦ କରାଯାଇଥିଲେ ମଧ୍ୟ ସେ ଟଙ୍କା କେଉଁଠାରେ ଖର୍ଚ୍ଚ ଓ କିପରି ଖର୍ଚ୍ଚ ହେଲା ନା ତାକୁ କିଏ ଆତ୍ମସାତ୍ କରିଦେଲା । ୫ଏକର ଉର୍ଦ୍ଧ୍ୱ ପରିମିତ ଜାଗାରେ ରହିଥିବା ଏହି ଜଳାଶୟ ସ୍ଥାନଟି ଅଂଚଳର ଏକ ପରିଚୟ ପାଲଟିଥିଲା । ପୌରପରିଷଦର ୬, ୭, ୮, ୯, ୧୦ ନମ୍ବର ୱାର୍ଡ଼ର ବାସୀନ୍ଦାମାନେ ଏହି ପୋଖରୀ ଉପରେ ନିର୍ଭର କରିଥାନ୍ତି । ଏପରିକି, ଜନ୍ମମୃତ୍ୟୁ ସମୟରେ ସମସ୍ତ କର୍ମ କରିବାକୁ ଏହି ପୋଖରୀ କେବଳ ଏକ ମାତ୍ର ନିର୍ଭିର ଯୋଗ୍ୟ ଥିଲା । ଧିରେ ଧିରେ ପୋଖରୀ ପାଣି ନିଷ୍କାସନ ନହେବାରୁ ତାହା ଆବର୍ଜନା କୁଣ୍ଡ ପାଲଟିଯାଇଛି । ସଞ୍ଜ ଆସିଗଲେ ଏହି ପୋଖରୀ ହୁଡ଼ାରେ ଅସାମାଜିକ ଲୋକଙ୍କର ଭିଡ଼ ଜମିଥାଏ । ମଦ ଓ ନିଶା କାରବାରର ଏହା ପେଣ୍ଠସ୍ଥଳୀ ହୋଇଥବାରୁ ମଦ ସେବନ କରି ସାରିବାପରେ ଏହାର ପ୍ଲାଷ୍ଟିକ ଗ୍ଲାସ୍ ଓ ବୋତଲକୁ ଏହି ପୋଖରୀ ହୁଡ଼ାରେ ଓ ପୋଖରୀ ଭିତରେ ପକାଇ ଦେଇଥିବା ଦେଖିବାକୁ ମିଳିଛି । କିଛି ବର୍ଷ ପୂର୍ବରୁ ତାଳଚେର ଟାଉନ ପୋଲିସ୍ ବାରମ୍ବାର ଏହି ପୋଖରୀ ଅଂଚଳରେ ଚଢ଼ାଉ କରି ଅସାମାଜିକ ଯୁବକକୁ ଥାନାକୁ ଆଣି ବ୍ରାଉନସୁଗାର ଓ ମଦ ଜବତ କରିଥିବା ନଜିର ରହିଥିଲେ ମଧ୍ୟ ବର୍ତମାନ ପୋଲିସ୍‌ର ଅଙ୍କୁଶ ରହୁନଥିବାରୁ ସଞ୍ଜ ନଇଁଗଲେ ଅସାମାଜିକ ଯୁବକ ନିଶାଶକ୍ତ ଅବସ୍ଥାରେ ଏଠାରେ ବସି ବେଶ ମଜାମଉସ କରୁଥିବା ଅଭିଯୋଗ ହୋଇଥାଏ । ତେବେ ପୌରପରିଷଦ ନିକଟରେ ଏହି ପୋଖରୀ ରହିଥିବାରୁ ପୌରପରିଷଦ ପକ୍ଷରୁ ମଧ୍ୟ ଉନ୍ନତି କରଣ ପାଇଁ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ତେଣୁ ପୌରପରିଷଦ ପକ୍ଷରୁ ଏହାର ପୁନଉଦ୍ଧାର ପୋଲିସ୍ ପ୍ରଶାସନ ପକ୍ଷରୁ ପାଟ୍ରୋଲିଙ୍ଗ କଡ଼ାକଡ଼ି କରିବାକୁ ଅଂଚଳବାସୀ ଦାବି କରିବା ସହିତ ଝିଅ, ବୋହୁମାନେ କିପରି ସୁରକ୍ଷିତ ଭାବେ ଏହି ପୋଖରୀକୁ ବ୍ୟବହାର ଉପଯୋଗ୍ୟ ଓ ଯାତାୟତ କରିପାରିବେ ସେଥିପାଇଁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech