ଢେଙ୍କାନାଳ ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ରେ ଚିତ୍ରକର ମାନେ ଠାକୁର ଙ୍କ ଗୁପ୍ତ ନୀତି ସହ ଘରୋଇ ମୂର୍ତ୍ତୀ ରଙ୍ଗ କରୁଛନ୍ତି। ପଞ୍ଚୁବଟୀ ଗ୍ରାମ ର ଚିତ୍ର କାର ଦିଲ୍ଲୀପ ମହାପାତ୍ର, ଖଗେଶ୍ବର ମହାପାତ୍ର, ସନ୍ତୋଷ ମହାପାତ୍ର,ବିଜୟ ମହାପାତ୍ର, ଉଦୟ ମହାପାତ୍ର, ନାଗେଶ୍ବର ମହାପାତ୍ର ପ୍ରମୁଖ ରଙ୍ଗ ମରା କାର୍ଯ୍ୟ ନିର୍ବାହ କରୁଛନ୍ତି। ଏହି କାର୍ଯ୍ୟ ପୁର୍ବ ପୁରୁଷ ରୁ କରି ଆସୁଛନ୍ତି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-15-scaled.jpg)
