ଆଜି ପବିତ୍ର ଗୁରୁ ପୂର୍ଣ୍ଣମୀ ରେ ପ୍ରାୟ ୧୫ଜଣ ସାଇ ପ୍ରେମୀ ତଥା ସାଇ ଭକ୍ତ ପବିତ୍ର ବ୍ରାହ୍ମଣୀ ନଦୀର କମଗରା ଘାଟରୁ କାଉଡିରେ ପାଣି କଳସ କୁ ବୈଦିକ ଉପଚାର ରେ ପୂଜା କରି ଖାଲି ପାଦରେ ଚାଲିଚାଲି ଡିଜେ ସାଉଣ୍ଡ ର ତାଳେ ତାଳେ ସକାଳ ୯.୩୦ ରେ ଢେ଼ଙ୍କାନାଳ ମୀନା ବଜାରସ୍ଥ ସାଇ ଦରବାର ପ୍ରାଙ୍ଗଣରେ ପବିତ୍ର ନଦୀ ଜଳରେ ସଦଗୁରୁ ସାଇବାବା ଙ୍କୁ ମହାସ୍ନାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ପ୍ରମୋଦ କୁମାର ମହାପାତ୍ର ଙ୍କ ତତ୍ୱାବଧାନ ରେ ଓ ଢେ଼ଙ୍କାନାଳ ର ଅଗ୍ରଣୀ ଅନୁଷ୍ଠାନ ସାଇ ସେବା ଦଳ ର ସଦସ୍ୟ ମାନଙ୍କ ସହଯୋଗରେ ସମାପନ ହୋଇଥିଲା।ଜୟ ଶ୍ରୀ ସାଇ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

