ଆଜିଠୁ ଚତୁର୍ଥ ଟେଷ୍ଟ, ‘କର ବା ମର’ ସ୍ଥିତିରେ ଟିମ୍ ଇଣ୍ଡିଆ

ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଚତୁର୍ଥ ଟେଷ୍ଟ । ୨-୧ରେ ଆଗୁଆ ରହିଥିବା ଇଂଲଣ୍ଡ ଏହି ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି । ଆହତ ଜର୍ଜରିତ ଭାରତୀୟ ଦଳ ବର୍ତ୍ତମାନ ‘କର ବା ମର’ ପରିସ୍ଥିତିରେ ରହିଛି । ସିରିଜ ବଞ୍ଚାଇବାକୁ ହେଲେ ଏହି ମ୍ୟାଚ ଜିତିବା ଜରୁରି । ଅନ୍ତତଃ ପକ୍ଷେ ମ୍ୟାଚ୍‌ ଡ୍ର’ ରଖିବା ପାଇଁ ଭାରତ ସବୁ ଶକ୍ତି ଲଗାଇବାକୁ ଚେଷ୍ଟା କରିବ ।

ମାଞ୍ଚେଷ୍ଟରରେ ସବୁ ରେକର୍ଡ ଇଂଲଣ୍ଡ ପକ୍ଷରେ ରହିଛି । ଭାରତ ଏଠାରେ ୯ଟି ଟେଷ୍ଟ ଖେଳିଥିବା ବେଳେ ୪ଟି ମ୍ୟାଚ୍‌ ହାରିଛି ଓ ୫ଟି ମ୍ୟାଚ୍‌ ଡ୍ର’ ରଖିଛି । ତଥାପି ଗିଲ୍‌ ବାହିନୀ ଘରୋଇ ଦଳର ବିଜୟ ଧାରରେ ବ୍ରେକ୍‌ ଲଗାଇବା ପାଇଁ ପ୍ରସ୍ତୁତ । ପ୍ରଥମ ୩ଟି ଯାକ ଟେଷ୍ଟରେ ଭାରତ ଲଢୁଆ ଖେଳ ପ୍ରଦର୍ଶନ କରିଥିଲା । ମାତ୍ର କିଛି ଛୋଟ ମୋଟ୍‌ ତ୍ରୁଟି ଯୋଗୁଁ ୨ଟି ଟେଷ୍ଟ ପରାଜିତ ହୋଇଥିଲା । ଗତ ୯ ଦିନର ବିଶ୍ରାମ ମଧ୍ୟରେ ଭାରତୀୟ ଦଳ ସବୁ ତ୍ରୁଟି ସୁଧାରିବାକୁ ଗୁରୁତ୍ୱ ଦେଇଛି ।ମାତ୍ର ଅନେକ ଖେଳାଳି ଆହତ ହେବା ଯୋଗୁଁ ଦଳ ପ୍ରଭାବିତ ହୋଇଛି । ରିଷଭ ପନ୍ତ ଫିଟ୍‌ ହୋଇ ୱିକେଟ୍‌ କିପିଙ୍ଗ୍‌ ଆରମ୍ଭ କରିଥିଲେ ହେଁ ନୀତିଶ କୁମାରେ ରେଡ୍ଡୀ, ଆକାଶ ଦୀପ, ଅର୍ଶଦୀପ ସିଂହ ଆହତ ହୋଇ ଦଳର ଚିନ୍ତା ବଢ଼ାଇଛନ୍ତି । ଏତେ ସବୁ ଖେଳାଳି ଆହତ ହେବା ଫଳରେ ଏକ ଶ୍ରେଷ୍ଠ ତଥା ସନ୍ତୁଳିତ ଏକାଦଶ ଗଠନ କରିବା କଷ୍ଟକର ହୋଇଛି ।ଲର୍ଡ୍ସରେ ଆହତ ହୋଇଥିବା ରିଷଭ ପନ୍ତ ଫିଟ୍‌ ହୋଇଥିବାରୁ ଭାରତୀୟ ଦଳ ଆଶ୍ୱସ୍ତ ହୋଇଛି । ସେ ଏହି ଟେଷ୍ଟରେ ୱିକେଟ୍‌ କିପିଙ୍ଗ୍‌ କରିବାକୁ ପ୍ରସ୍ତୁତ ଥିବା ଶୁଭମନ ଗିଲ ସ୍ପଷ୍ଟ କରିଛନ୍ତି । ଭାରତ ଏପର୍ଯ୍ୟନ୍ତ ଏକାଦଶ ଘୋଷଣା କରିନଥିଲେ ହେଁ ଆଜି ଏକାଧିକ ପରିବର୍ତ୍ତନ ହେବ । ନୀତିଶ କୁମାର ରେଡ୍ଡୀ ଆହତ ହୋଇ ସିରିଜରୁ ବାଦ ପଡ଼ିଛନ୍ତି । ସେହିପରି ଆହତ ଆକାଶ ଦୀପଙ୍କୁ ଚତୁର୍ଥ ଟେଷ୍ଟରୁ ବିଶ୍ରାମ ଦିଆଯାଇଛି । ଭାରତ ନୀତିଶଙ୍କ ସ୍ଥାନରେ ଆଉ ଜଣେ ବ୍ୟାଟର ନେଇ ଖେଳିବାକୁ ଯୋଜନା କରିଛି ।

ଫଳରେ ସାଇ ସୁଦର୍ଶନ ଏକାଦଶକୁ ଫେରିବେ ଓ ୩ନଂ ସ୍ଥାନରେ ବ୍ୟାଟିଂ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ସ୍ଥାନରେ ଖେଳୁଥିବା କରୁଣ ନାଏର ୬ନଂ ସ୍ଥାନରେ ବ୍ୟାଟିଂ କରିବେ । ରବିନ୍ଦ୍ର ଜାଡ଼େଜା ୭ନଂ ସ୍ଥାନରେ ଓ ୱାସିଂଟନ ସୁନ୍ଦର ୮ନଂ ସ୍ଥାନରେ ଖେଳିବା ଆଶା କରାଯାଉଛି । ଆହତ ଆକାଶ ଦୀପଙ୍କ ସ୍ଥାନରେ ଅଂଶୁଲ କାମ୍ବୋଜଙ୍କୁ ଖେଳାଯାଇପାରେ । ଅନ୍ୟ ପେସ୍‌ ବୋଲର ଭାବେ ପ୍ରସିଦ୍ଧ କ୍ରିଷ୍ଣା ଦଳରେ ରହିଛନ୍ତି । ସେ ମଧ୍ୟ ଏହି ସ୍ଥାନ ପାଇଁ ଦାବିଦାର ରହିଛନ୍ତି ।କାମ୍ବୋଜ ୨୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୭୯ଟି ୱିକେଟ୍‌ ନେଇ ସାରିଛନ୍ତି । ଗତ ଏ’ ସିରିଜରେ ମଧ୍ୟ ତାଙ୍କ ପ୍ରଦର୍ଶନ ଉନ୍ନତ ରହିଥିଲା । ତେଣୁ ସେ ପଦାର୍ପଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ନୀତିଶଙ୍କ ବଦଳରେ ଭାରତ ପିଚ୍‌କୁ ଦେଖି ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର ଭାବେ ସର୍ଦୁଲ ଠାକୁରଙ୍କୁ ଖେଳାଇପାରେ । ଏହା ସମ୍ଭବ ହେଲେ ୱାସିଂଟନ ସୁନ୍ଦର ଏକାଦଶରୁ ବାଦ ପଡ଼ିବେ ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech