ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଟାଇକନ ୨୦୨୫ ଆୟୋଜିତ

*ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଟାଇକନ ୨୦୨୫ ଆୟୋଜିତ*

-ଉଦ୍ୟୋଗୀମାନଙ୍କୁ ସରକାରଙ୍କ ପୂର୍ଣ୍ଣ ସମର୍ଥନର ଆଶ୍ୱାସନା, ନବସୃଜନ ପାଇଁ ଆହ୍ୱାନ

ଭୁବନେଶ୍ୱର: ୧୩ ବର୍ଷର ପ୍ରଭାବଶାଳୀ ଉପସ୍ଥିତି ପରେ ଟାଇ ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ରାଜଧାନୀରେ ଏକ ଜାତୀୟ ସ୍ତରୀୟ ଏବଂ ଆନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ ଉଦ୍ୟୋଗିତା ସମ୍ମିଳନୀ, ଟାଇକନ ୨୦୨୫ ଆୟୋଜନ କରାଯାଇଛି । ଦୁଇଦିବସୀୟ ଏହି କାର୍ଯ୍ୟକ୍ରମ ଓଡ଼ିଶାର ଉଦ୍ୟୋଗିତା ଏବଂ ନବସୃଜନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ ମାଇଲଖୁଂଟକୁ ଚିହ୍ନିତ କରୁଛି । ଏହି ସମ୍ମିଳନୀରେ ଭାରତ ଏବଂ ଶ୍ରୀଲଙ୍କା, ସିଙ୍ଗାପୁର, ୟୁଏଇ (ଦୁବାଇ), ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶରୁ ଉଦ୍ୟୋଗୀ ଏବଂ ବିଜ୍ଞ ନେତୃବୃନ୍ଦ ଅଂଶଗ୍ରହଣ କରିଛନ୍ତି । ଓଡ଼ିଶାକୁ ବ୍ୟବସାୟ ଏବଂ ନବସୃଜନ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବରେ ଉପସ୍ଥାପନ କରିବା ପାଇଁ ଟାଇକନ ୨୦୨୫ ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ହୋଇଛି ।

ଶୁଭାରମ୍ଭ ଦିବସରେ ଓଡ଼ିଶାର ଉଦ୍ୟୋଗିତା ପରିବେଶକୁ ସଶକ୍ତ କରିବା ପାଇଁ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉନ୍ମୋଚନ କରାଯାଇଥିଲା । ତାହା ହେଉଛି ଉଦ୍ୟୋଗିତାର ସ୍ୱର ଯାହା ଓଡ଼ିଶାର ସମସ୍ତ ଉଦ୍ୟୋଗୀଙ୍କ ସହିତ ସଂଯୋଗ କରିବା, ସେମାନଙ୍କ ଚ୍ୟାଲେଞ୍ଜଗୁଡ଼ିକ ବିଷୟରେ ଅନୁଧ୍ୟାନ କରିବା ଏବଂ ସମ୍ବନ୍ଧିତ ପ୍ରାଧିକରଣଙ୍କ ନିକଟରେ କାର୍ଯ୍ୟକାରୀ ମତାମତ ପେଶ କରିବା ପାଇଁ ଏକ ତୃଣମୂଳ ପଦକ୍ଷେପ । ଦ୍ୱିତୀୟରେ ହେଉଛି ଓଡ଼ିଶାର ଶୀର୍ଷ ୧୦୦ ମହିଳା ଉଦ୍ୟୋଗୀ ଯାହା ରାଜ୍ୟର ଅଗ୍ରଣୀ ମହିଳା ଉଦ୍ୟୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସମ୍ମାନିତ କରିବା ଏବଂ ଆଗାମୀ ମହିଳାଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବା ପାଇଁ ଏକ ଅଭିଯାନ । ତୃତୀୟରେ ହେଉଛି ବିଦ୍ୟାଳୟ ପାଠ୍ୟକ୍ରମରେ ଉଦ୍ୟୋଗିତା ଯାହା ଛୋଟ ବୟସରୁ ଉଦ୍ୟୋଗୀ ମାନସିକତାକୁ ପୋଷଣ କରିବା ପାଇଁ ବିଦ୍ୟାଳୟ ପାଠ୍ୟକ୍ରମରେ ଉଦ୍ୟୋଗିତାକୁ ଏକ ବିଷୟ ଭାବରେ ସାମିଲ କରିବା ପାଇଁ ଏକ ପଦକ୍ଷେପ । ଶେଷରେ ପ୍ରତ୍ୟେକ ବ୍ଲକରେ ଟାଇର ଉପସ୍ଥିତି ଯାହା ଓଡ଼ିଶାର ପ୍ରତ୍ୟେକ ବ୍ଲକରେ ଟାଇ ଭୁବନେଶ୍ୱରର ପହଂଚ ବୃଦ୍ଧି କରିବ । ଯାହାଫଳରେ କୌଣସି ଉଦ୍ୟୋଗୀ ପଛରେ ରହିବେନାହିଁ । ଏସମ୍ପର୍କରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ ଏବଂ ବୟନ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଓଡ଼ିଶାର ୫୭୪ କିଲୋମିଟର ଉପକୂଳରେଖାକୁ ନୀଳ ଅର୍ଥନୀତି ପାଇଁ ଏକ ବଡ଼ ସୁଯୋଗ ଭାବରେ ଉଲ୍ଲେଖ କରି ଉଦ୍ୟୋଗୀ ଏବଂ ବିନିଯୋଗକାରୀଙ୍କୁ ନବୀନ କ୍ଷେତ୍ରଗୁଡ଼ିକରେ ବିକାଶ ଆଣିବା ପାଇଁ ଉଦ୍ଭାବନ ଉପରେ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛନ୍ତି । ସେ ଆଶ୍ୱାସନା ଦେଇଛନ୍ତି ଯେ ଓଡ଼ିଶା ସରକାର ଦକ୍ଷତା ବିକାଶ ଏବଂ ଷ୍ଟାର୍ଟଅପ୍ ପ୍ରୋତ୍ସାହନ ମାଧ୍ୟମରେ ଉଦ୍ୟୋଗୀଙ୍କୁ ସମର୍ଥନ ଜାରି ରଖିବେ । ଇଣ୍ଡଷ୍ଟ୍ରିଜ ଏବଂ ଆଇ ଆଣ୍ଡ ପିଆର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓଡ଼ିଶାର କଂଚାମାଲ ଆଧାରିତ ବିକାଶ, ଚାହିଦା-ଆଧାରିତ ବିକାଶ ଏବଂ ପ୍ରଯୁକ୍ତି-ଆଧାରିତ ବିକାଶ ଉପରେ ଧ୍ୟାନ ଦେଇ ଟାଇ ଭୁବନେଶ୍ୱର ଦ୍ୱାରା ସମର୍ôଥତ ହୋଇ ପ୍ରତ୍ୟେକ ଜିଲ୍ଲାରୁ ଦୁଇଜଣ ଉଦ୍ୟୋଗୀଙ୍କୁ ଚିହ୍ନଟ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଶକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଓଡ଼ିଶାର ଆର୍ôଥକ ବିଜ୍ଞତା, ଶିଳ୍ପ ବିକାଶ, ବିପର୍ଯ୍ୟୟ ପରିଚାଳନା ଏବଂ ସ୍ୱାସ୍ଥ୍ୟସେବାରେ ରାଜ୍ୟର ସଫଳତା ଉପରେ ଆଲୋକପାତ କରି ଶିଶୁ ଏବଂ ମାତୃ ମୃତ୍ୟୁ ହାର ହ୍ରାସ କରିବାରେ ବିଶେଷ ସଫଳତା ଉଲ୍ଲେଖ କରିଛନ୍ତି । ଏସମ୍ପର୍କରେ ଟାଇ ଭୁବନେଶ୍ୱରର ସଭାପତି ଶ୍ରୀ ଅୟସକାନ୍ତ ମହାନ୍ତି କହିଛନ୍ତି ଯେ, “ଉଦ୍ୟୋଗୀମାନେ ହେଉଛନ୍ତି ପରିବର୍ତନକାରୀ ଏବଂ ରାଷ୍ଟ୍ର ନିର୍ମାତା । ଏହା ଉଦ୍ୟୋଗିତାର ଏକ ଉତ୍ସବ । ଆମେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଟାଇ ସଦସ୍ୟ ଚାହୁଁଛୁ ଏବଂ ଓଡ଼ିଶାରେ ଉଦ୍ୟୋଗିତା ପରିବେଶକୁ ଉନ୍ନତ କରିବା ପାଇଁ ବିଦ୍ୟାଳୟ ପାଠ୍ୟକ୍ରମରେ ଉଦ୍ୟୋଗିତାକୁ ସାମିଲ କରିବାର ଯୋଜନା ରଖିଛୁ ।” ଟାଇ ଗ୍ଲୋବାଲ୍ ର ସଭାପତି ମୁରଲୀ ବୁକାପାଟ୍ଟନମ୍ ଉଦ୍ୟୋଗୀମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି, “ନିଡର ଭାବରେ ନିର୍ମାଣ କର, ନିର୍ଭୟରେ ନେତୃତ୍ୱ ନିଅ ଏବଂ ଭୁବନେଶ୍ୱରକୁ ଏକ ଏପରି ସ୍ଥାନ ଭାବରେ ଗଢ଼ ଯାହାକୁ ବିଶ୍ୱ ଗଣନା କରେ । କେବଳ ଅନୁସରଣ କରିବା ନୁହେଁ, ସାହସର ସହିତ ନିର୍ମାଣ କର । ବିଶ୍ୱ ତୁମକୁ ଅପେକ୍ଷା କରୁଛି ।” ଏହି ଅବସରରେ ଟାଇ ଭୁବନେଶ୍ୱରର ଉପ-ସଭାପତି ସତ୍ୟବ୍ରତ ରଥ ଧନ୍ୟବାଦ ଜଣାଇଛନ୍ତି । ପ୍ରଥମ ଦିବସରେ ଆୟୋଜିତ ଅଧିବେଶନଗୁଡ଼ିକରେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଆଲୋଚନା ହୋଇଛି । ଗ୍ଲୋବାଲ୍ ପ୍ରଭାବ ପାଇଁ ସ୍କେଲିଂ:ବ୍ଲୁ ଇକୋନୋମି, ମ୍ୟାନୁଫ୍ୟାକ୍ଚରିଂ ଏବଂ ମାଇନିଂର ଗଠନ; ସୀମାପାରରେ ଓଡ଼ିଶାକୁ ବିଶ୍ୱ ସହିତ ସଂଯୋଗ: ଟାଇ ଭୁବନେଶ୍ୱର ଏବଂ ଶ୍ରୀଲଙ୍କାର ଟାଇ ସ୍ପିରିଟ୍ ଉତ୍ସବ ; ଷ୍ଟାର୍ଟଅପ୍ ପ୍ରଦର୍ଶନୀ ଏବଂ ସଫଳତା କାହାଣୀ ପ୍ରସ୍ତୁତି ଏବଂ ମହିଳା ଉଦ୍ୟୋଗିତାରେ ମହିଳା: ଆସନ୍ତାକାଲିର ଉଦ୍ୟୋଗୀ । ୫୦୦ରୁ ଅଧିକ ପ୍ରତିନିଧି, ଯାହା ମଧ୍ୟରେ ୧୦୦ରୁ ଅଧିକ ଆନ୍ତର୍ଜାତୀୟ ଅଂଶଗ୍ରହଣକାରୀ, ଏହି ଐତିହାସିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶାରେ ଉଦ୍ୟୋଗିତାର ଏକ ସତାର ଉତ୍ସବ ପାଳନ କରିଛନ୍ତି ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech