
ଢେଙ୍କନାଳ ମୀନା ବଜାର ଠାରେ ଉଦ୍ଘାଟନ ହେଲା ନିୟୁ ସିଟି ବଏଜ୍ । ଏହାକୁ ଉଦ୍ଘାଟନ କରିଥିଲେ ରାକେଶ ସ୍ୱାଇଁ ଙ୍କ ଭାନେଜି ମେରି ପ୍ରଧାନ ଉଦ୍ଘାଟନ କରିଥିଲେ। ସମସ୍ତ ପ୍ରକାର ପ୍ୟାଣ୍ଟ ସାର୍ଟ ଡ୍ରେସ୍ ୨୫% ରିହାତି ରେ ଉପଲବ୍ଧ । ଏହି ଅଫର୍ ଗଣେଶ ଚତୁର୍ଥୀ ପର୍ଯ୍ୟନ୍ତ ରହିବ। ନଟବର ଦେବତା ସାଇଟ ରେ ଉଦ୍ଘାଟନ ହୋଇଛି।




