୫ କଂଗ୍ରେସ ବିଧାୟକଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ୍। ରାମଚନ୍ଦ୍ର କାଡ଼ାମ, ତାରା ବାହିନୀପତି, ସୋଫିଆ ଫିର୍ଦ୍ଦୋଷଙ୍କ ନାଁରେ ନୋଟିସ୍ । ଅଶୋକ ଦାସ ଓ ସି. ଏସ ରାଜନ ଏକ୍କାଙ୍କ ବିରୋଧରେ ବି ନୋଟିସ୍। ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଲେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା । ଅନାସ୍ଥା ନୋଟିସ୍ ପୂର୍ବରୁ ମିଡିଆକୁ ସୂଚନା ଦେଇଥିବାରୁ ସ୍ବାଧିକାର ଭଙ୍ଗ ନୋଟିସ୍ ।

May 1, 2026/
No Comments


