ପ୍ରଦୀପ ଜେନା ହେଲେ ଭୁବନେଶ୍ବର କ୍ଲବ ସଭାପତି
ଭୁବନେଶ୍ବର: ଭୁବନେଶ୍ବର କ୍ଲବ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପ୍ରଦୀପ ଜେନା ସଭାପତି ନିର୍ବାଚିତ ହୋଇଥିବା ସୂଚନା। ଅସିତ ତ୍ରିପାଠୀଙ୍କୁ ହରାଇ ପ୍ରଦୀପ ଜେନା ସଭାପତି ନିର୍ବାଚିତ ହୋଇଛନ୍ତି। ଲଳିତ ଦାସ ଭୁବନେଶ୍ବର କ୍ଲବ ସଂପାଦକ ଭାବେ ନିର୍ବାଚିତ। ୧୮ ଖଣ୍ଡ ଭୋଟରେ ଅସିତ ତ୍ରିପାଠୀଙ୍କୁ ହରାଇଲେ ପ୍ରଦୀପ। ଉଭୟ ପ୍ରଦୀପ ଓ ଅସିତ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରେ ଦାୟିତ୍ବ ତୁଲାଇ ଅଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)


