ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଗୁଳିମାଡ଼ରେ ବିଜେପି ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ବାର୍ କାଉନ୍ସିଲ୍ର ସଦସ୍ୟ ପୀତବାସ। ବାଇକ୍ ରେ ଆସି ଅତି ନିକଟରୁ ଗୁଳି ଚଳାଇଥିଲେ ଦୁଇ ହେଲମେଟ ପିନ୍ଧା ଦୁର୍ବୃତ୍ତ। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପୀତବାସଙ୍କ ଘର ପାଖରେ ହୋଇଛି ହତ୍ୟାକାଣ୍ଡ।



