ପବିତ୍ର ଧନ୍ତ୍ରୟସ ଉପଲକ୍ଷେ ଶ୍ରୀଗଣେଶ ଜୁଏଲର୍ସ ଢେ଼ଙ୍କାନାଳ ଲକ୍ଷ୍ମୀ ବଜାର ଓ ଜବାହରଚୌକ ଠାରେ ସୁନା ଗହଣା ରୁପା କିଣିବା ପ୍ରବଳ ଭିଡ଼ ଜମିଛି । ସନାତନ ଧର୍ମରେ ଧନ୍ତ୍ରୟସ ରେ ସୁନା ଗହଣା ରୁପା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ପୂର୍ବରୁ ବିଧି ରହିଛି ବୋଲି ଦୋକାନ ମାଲିକ ରାଜେଶ୍ ସୋନି କହିଛନ୍ତି । ପ୍ରତ୍ୟେକ ଅଳଙ୍କାର କ୍ରୟ ରେ ୧ ଗ୍ରାମ ସୁନାର ଗଢ଼ା ମଜୁରୀ ମାତ୍ର ୯୯୯ ଟଙ୍କା। ରୁପା ଅଳଙ୍କାର କ୍ରୟ ରେ ଗଢ଼ା ମଜୁରୀ ରେ ୫୦ ପ୍ରତିଶତ ରିହାତି । ହୀରା ଅଳଙ୍କାର କ୍ରୟ ରେ ୨୦ ପ୍ରତିଶତ ରିହାତି ଓ ଗଢ଼ା ମଜୁରୀ ରେ ୧୦ ପ୍ରତିଶତ ରିହାତି ମିଳିବ ବୋଲି ଦୋକାନ ମାଲିକ ପ୍ରକାଶ କରିଛନ୍ତି।

June 18, 2026/
No Comments


