କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ। ୬୨ ପିଜି ସିଟ୍ ବୃଦ୍ଧିକୁ ନେଇ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୬ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ସିଟ୍ ବୃଦ୍ଧିକୁ ନେଇ କୃତଜ୍ଞତା ଜଣାଇଲେ। ଏହା ପଶ୍ଚିମ ଓଡ଼ିଶାର ମେଡିକାଲ ଶିକ୍ଷା ପାଇଁ ମାଇଲଖୁଣ୍ଟ କହିଲେ ମୁଖ୍ୟମନ୍ତ୍ରୀ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

