ବାବା ଧବଳେଶ୍ଵରଙ୍କ ପୀଠରେ ବଡ଼ ଓଷା
ଆଠଗଡ଼: ଆଜି କଟକ ଜିଲ୍ଲା ଆଠଗଡ଼ ବାବା ଧବଳେଶ୍ଵରଙ୍କ ପୀଠରେ ବଡ଼ ଓଷା। ଧବଳେଶ୍ଵରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ଗଜ ଭୋଗ। ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ବାଉଁଶ ବ୍ୟାରିକେଡ୍ ଦେଇ ଆସି ଦର୍ଶନ କରୁଛନ୍ତି । ବିଶ୍ବାସ ରହିଛି, ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ଧବଳେଶ୍ବର।



