ନୂଆପଡ଼ା ଉପନିର୍ବାଚନ: କାଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ
ନୁଆପଡ଼ା ଉପନିର୍ବାଚନ କାଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ। କୋମନାରେ ରୋଡ୍ ସୋ’ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ପ୍ରଚାରରେ ସାମିଲ ହେବେ। ପଞ୍ଚମପୁରରେ ସାଧାରଣ ସଭା କରିବେ ବିଷ୍ଣୁଦେବ ।



