ଏଆଇସିସି ସଭ୍ୟ ତଥା କଂଗ୍ରେସର ବରିଷ୍ଠ ନେତା ପଦ୍ମାକର ଗୁରୁ କଂଗ୍ରେସ ରୁ ୬ ବର୍ଷ ପାଇଁ ବହିଷ୍କୃତ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିଶ କ୍ରମେ ଏଆଇସିସି ସଭ୍ୟ ପଦ୍ମାକର ଗୁରୁଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଛି। ଏଆଇସିସି ଶୃଙ୍ଖଳା ଗତ କାର୍ଯ୍ୟନୁଷ୍ଠାନ କମିଟିର ସଦସ୍ୟ ସଚିବ ତାରିକ ଅନୱର ସଭାପତି ଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।



