33 ତମ ଜୁନିଅର ଜାତୀୟ ଫେନସିଙ୍ଗ ପ୍ରତିଯୋଗିତା ଉଦଘାଟିତ

କଟକ ଆସନ୍ତା ଜାନୁଆରୀ 5 ତାରିଖରୁ 10 ଜାନୁଆରୀ 2026ପର୍ଯନ୍ତ ସ୍ଥାନୀୟ ଯବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ କଟକ ଠାରେ ଉଠଘାଟାନ ହୋଇଯାଇଛି,500ରୁ ଉର୍ଦ୍ଧ ପ୍ରତିଯୋଗୀ ଏହି ଚାମ୍ପିୟନସିପରେ ଭାଗ ନେଇଛନ୍ତି,ଓଡିଶା ଦଳ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଛି, ଏହି ଖେଳରେ ହାରାହାରି 52 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ବଜେଟ ରହିଛି,, ଏହି ଖେଳକୁ ଓଡିଶା ରାଜ୍ୟ ଫେନସିଙ୍ଗ ଆଶ୍ସୋସିଏସନ ତରଫରୁ ପରିଚାଳନା ହେବ,ଆଜି ସନ୍ଧ୍ୟା ବେଳେ ଓଡିଶା ସରକାରଙ୍କ ଯୁବ ଓ ଖେଳ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଧିବଦ୍ଧ ଭାବରେ ଉଠଘାଟନ କରିଥିଲେ,ଏହି କାର୍ଯ୍ୟକ୍ରମ ରେ ସୁମିତ ପୁରୋହିତ ସହ ସମ୍ପାଦକ ଓଡିଶା ରାଜ୍ୟ ଫେନସି ଆସୋସିଏସନ, ରମେଶ ଚନ୍ଦ୍ର ମଲ୍ଲିକ ଉପ ସଭାପତି (OSFA) ଦେବେନ୍ଦ୍ର କୁମାର ସାହୁ ସମ୍ପାଦକ( OSFA) ଉପସ୍ଥିତ ଥିଲେ,ଚଳଚିତ୍ର ଅଭିନେତା ଶ୍ରୀତମ ଦାସ, ବରିଷ୍ଠ ବିଜେପି ନେତା ନୟନ ମହାନ୍ତି ଉପସ୍ଥିତ ଥିଲେ।



