
କଟକ କମିଶନର ପୁଲିସ ର ବଡ ସଫଳତା କଟକ ସାଇବର କ୍ରାଇମ କରିଥିବା 7 ଜଣଙ୍କୁ ଗିରଫ କରିଲା କମିଶନର ପୁଲିସ, ଆପ ମାଧ୍ୟମରେ ପଇସାକୁ ଦୁଇଗୁଣା କରିବା ପାଇଁ ଲୋକଙ୍କୁ ଅନ ଲାଇନ ଦ୍ୱାରା ଲୁଟୁଥିଲେ, ପଖାପଖି 90 ଲକ୍ଷ ଟଙ୍କାକୁ ଫ୍ରୀଜ଼ କରିଛି କମିଶନର ପୁଲିସ, ଏଥିରେ 4 ଜଣ ବ୍ୟାଙ୍କ କର୍ମଚାରୀ ମଧ୍ୟ ଗିରଫ କରାଯାଇଛି, ଅନୁସନ୍ଧାନ ଜାରି ରହିଛି,ଜଗନାଥ କନ୍ସ୍ତୃକ୍ସନ ଅଫିସ ନାମରେ ଅଫିସ କରି ଲୋକଙ୍କୁ ଲୁଟୁଥିଲେ, ଏମାନଙ୍କ ପାଖରୁ ଗୋଟିଏ କାର, ଦୁଇଟା ଦୁଇଚକିଆ ଗାଡି, 4ଟି ଲବଟପ, 40’ରୁ ପଚାଶ ମୋବଇଲ ଫୋନ, ଜବତ କରାଯାଇଛି, ଅନେକ କାଗଜ଼ ପତ୍ର ମଧ୍ୟ୍ୟ ଜବତ କରାଯାଇଛି, ଏମାନଂକୁ କଟକ ରୁ ଗିରଫ କରାଯାଇଛି ବୋଲି ସି ପି ଦେବ ଦତ୍ତ ସିଂ ସାମ୍ବାଦିକ ସମିଲିଣି ରେ ପ୍ରକାଶ କରିଛନ୍ତି।




