ଢେଙ୍କାନାଳ 12/1/2026ଶ୍ରୀ ଶ୍ରୀ ବାବା କୁଣ୍ଡେଶ୍ୱର ମନ୍ଦିରରେ କାଳସ୍ରପ ପୂଜା ଅନୁଷ୍ଠିତ ହୋଇଯାଇଛି
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକର ସଞ୍ଜପଡା ପଞ୍ଚାୟତ ରକଲା ଗ୍ରାମରେ ବାବା ଶ୍ରୀ ଶ୍ରୀ କୁଣ୍ଡେଶ୍ଵର ମନ୍ଦିର ରେ ଆଜି ମାଘ ମାସର ଦ୍ୱିତୀୟ ସୋମବାର ରେ କାଳଶ୍ରପ ପୂଜା ହୋଇଥିଲା l ଓ ଜଳା ଅଭିଷେକ ପୂଜା ହୋଇଥିଲା l ବାବାଙ୍କ ପାଖରେ ଯିଏ ମାନଶିକ କରେ ସେ ନିଛିନ୍ତ ଭାବରେ ଫଳପ୍ରଦ ପାଇଥାଏ l ଓ ତାଙ୍କ ମନର ଅଳି ଓ ଭକ୍ତି ଶ୍ରଦ୍ଧା ଗୁହାରି କୁ ବାବା କୁଣ୍ଡେଶ୍ୱର ବୁଝି ମନସ୍କାମନା ପୂର୍ଣ୍ଣ କରିଥାନ୍ତି l ଶ୍ରୀ ଶ୍ରୀ ବାବା କୁଣ୍ଡେଶ୍ୱର ମହାପ୍ରଭୁଙ୍କର ଏତେ କରୁନା ଯେ କହିଲେ ସରିବନି l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଓଡାପଡା ବ୍ଲକରୁ ମନୋଜ କୁମାର ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନେଉଜ l



