ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ କଲ୍ୟାଣ ସଂଘର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ପବିତ୍ର 77ତମ ସାଧାରଣତନ୍ତ୍ର ଦିବସ କୁ ସଂଘର ସମ୍ପାଦକ ଶ୍ରୀ ଗିରିଶ ଚନ୍ଦ୍ର ମହାଳିକ ଙ୍କ ନେତୃତ୍ୱ ରେ ଆଜିର ଅତିଥୀ ଶ୍ରୀ ଅଚ୍ୟୁତନନ୍ଦ ପୁହାଣ ପତାକା ଉତ୍ତୋଳନ କରିଥିଲେ, ସମାଜସେବୀ ଶ୍ରୀ ବିନାୟକ ଶତପଥୀ ଏବଂ ସଂଘର ଉପସଭାପତି କୁମୁଦ ଚନ୍ଦ୍ର ସାହୁ, କୋଷାଧକ୍ୟ ସୁରେଶ କୁମାର ବ୍ରହ୍ମ ଏବଂ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ। ଏହି ମହାନ ସାଧାରଣତନ୍ତ୍ର ଦିବସ ସାରା ଭାରତବର୍ଷ ର ମହାନ ସଂଗ୍ରାମୀ ମାନଙ୍କ ବଳିଦାନ ଦେଶ ସ୍ୱାଧୀନ ଅଖଣ୍ଡତା ର ପରିଚୟ ଦିଏ।

May 30, 2026/
No Comments


