ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୧୧୮ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ପ୍ରକୃତ ମହାନତା ସେବା, ତ୍ୟାଗ ଓ ଚରିତ୍ରରେ ରହିଛି ବୋଲି ପବିତ୍ର ମୋହନ ପ୍ରଧାନଙ୍କ ଜୀବନୀ ସ୍ମରଣ କରାଇଦିଏ-ରାଜ୍ୟପାଳ

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୧୧୮ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ପ୍ରକୃତ ମହାନତା ସେବା, ତ୍ୟାଗ ଓ ଚରିତ୍ରରେ ରହିଛି ବୋଲି ପବିତ୍ର ମୋହନ ପ୍ରଧାନଙ୍କ ଜୀବନୀ ସ୍ମରଣ କରାଇଦିଏ-ରାଜ୍ୟପାଳ

ଅନୁଗୋଳ ତା ୦୮.୦୨.୨୦୨୬: ପ୍ରକୃତ ମହାନତା ସେବା, ତ୍ୟାଗ ଓ ଚରିତ୍ରରେ ରହିଛି,ତାହା ପବିତ୍ର ମୋହନ ପ୍ରଧାନଙ୍କ ଜୀବନୀ ସ୍ମରଣ କରାଇଦିଏ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି । ଅନୁଗୋଳ ଜିଲ୍ଲାର କଣିହାଁ ବ୍ଲକ ଅନ୍ତର୍ଗତ ପବିତ୍ରନଗର ଠାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ରାଜ୍ୟ ସ୍ତରୀୟ ୧୧୮ ତମ ଜୟନ୍ତୀ ପାଳନ ଅବସରରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସଂଗ୍ରହାଳୟ ଉତ୍ସର୍ଗ କରିବା ଅବସର ରେ ରାଜ୍ୟପାଳ ଏହା କହିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଏହି ମାଟି କେବଳ ଏକ ଭୌଗୋଳିକ ସ୍ଥାନ ନୁହେଁ, ଏହା ତ୍ୟାଗ, ସାହସ ଏବଂ ବିବେକର ଭୂମି। ଏହା ସେହି ଭୂମି ଯାହା ଓଡ଼ିଶାର ଜଣେ ବୀର ପୁତ୍ର ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନଙ୍କୁ ଜନ୍ମ ଦେଇଥୁଲା, ଯାହାଙ୍କ ଜୀବନ ପିଢ଼ି ପିଢ଼ିକୁ ନ୍ୟାୟ, ମର୍ଯ୍ୟାଦା ଏବଂ ସାଧାରଣ ଲୋକଙ୍କ ଅଧୂକାର ପାଇଁ ଛିଡା ହେବାକୁ ପ୍ରେରଣା ଯୋଗାଇବ ।

ଏହି ପ୍ରତିମୂର୍ତି ଓ ସଂଗ୍ରହାଳୟ କେବଳ ପଥର ଏବଂ ଇଟାର ଗଠନ ନୁହେଁ। ଏହା ସମାଜର ସେବା, ସ୍ବାଧୀନତା ଏବଂ ଗରିବ ଏବଂ ଦୁର୍ବଳ ଲୋକଙ୍କ ଉନ୍ନତି ପାଇଁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗୀକୃତ ଏକ ମହାନ ଜୀବନର ଜୀବନ୍ଧୁ ପ୍ରତୀକ। ଏହି ଅନୁଷ୍ଠାନଗୁଡ଼ିକ ମାଧ୍ୟମରେ ଭବିଷ୍ୟତ ପିଢ଼ି କେବଳ ଇତିହାସ ବିଷୟରେ ନୁହେଁ, ବରଂ ସାହସ, ତ୍ୟାଗ, ସଚ୍ଚୋଟତା ଏବଂ ଜନସେବା ଭଳି ମୂଲ୍ୟବୋଧ ବିଷୟରେ ମଧ୍ୟ ଶିଖୁବେ ବୋଲି ରାଜ୍ୟପାଳ କହିଥିଲେ। ଏତଦବ୍ୟତୀତ ରାଜ୍ୟପାଳ କହିଥିଲେ ଯେ, ସ୍ବର୍ଗତ ପବିତ୍ର ମୋହନ ପ୍ରଧାନ ପ୍ରକୃତ ଅର୍ଥରେ ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ। ଯେତେବେଳେ ତାଳଚେର ଏବଂ ପଡ଼ୋଶୀ ଅଞ୍ଚଳର ଲୋକମାନେ ଅନ୍ୟାୟ ଏବଂ ଅତ୍ୟାଚାରର ଶିକାର ହେଉଥିଲେ, ସେ ନିଭୀକ ଭାବେ ଦୃଢ଼ତାର ସହିତ ଠିଆ ହୋଇଥିଲେ। ସେ ବ୍ୟକ୍ତିଗତ ଲାଭ ପାଇଁ ନୁହେଁ, ବରଂ ଲୋକଙ୍କ ମର୍ଯ୍ୟାଦା ଏବଂ ଅଧୂକାର ପାଇଁ ଗଡଜାତ ଶାସକଙ୍କ ଅତ୍ୟାଚାର ବିରୁଦ୍ଧରେ ଐତିହାସିକ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେଇଥିଲେ Iଏହା କେବଳ ଏକ ପ୍ରତିବାଦ ନଥୁଲା, ଏହା ଏକ ନୈତିକ ବିପ୍ଳବ ଥିଲା। ତାଙ୍କ ଜୀବନ ଆମକୁ ଶିଖାଏ ଯେ, ପ୍ରକୃତ ନେତୃତ୍ବ ଆରାମରେ ସୃଷ୍ଟି ହୁଏ ନାହିଁ, ବରଂ ସଂଘର୍ଷରେ ଗଢ଼ି ଉଠିଥାଏ। ସେ ଜେଲଦଣ୍ଡ, କଷ୍ଟ ଏବଂ ବିପଦ ସହ୍ୟ କରିଥିଲେ, କିନ୍ତୁ କେବେବି ଲୋକଙ୍କ ଉପରେ କିମ୍ବା ସତ୍ୟର ଶକ୍ତି ଉପରେ ବିଶ୍ବାସ ହରାଇ ନଥିଲେ। ତାଙ୍କର ସାହସ ଏବଂ ପ୍ରତିବଦ୍ଧତା ଏହି ଅଞ୍ଚଳକୁ କେବଳ ଓଡ଼ିଶା ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ପ୍ରତିରୋଧ ଏବଂ ଆଶାର ବତୀଘର ସାଜିଥିଲା। ଅନେକ ସାହସୀ ନେତା ଏବଂ ଏହି ଅଞ୍ଚଳର ଲୋକଙ୍କ ପ୍ରୟାସ ସହିତ ତାଙ୍କର ପ୍ରୟାସ ସ୍ୱେଚ୍ଛାଚାରୀ ଶାସନର ଅନ୍ତ ଘଟାଇଥିଲା ଏବଂ ଗଣତାନ୍ତ୍ରିକ ଭାରତରେ ଗଡ଼ଜାତ ରାଜ୍ୟଗୁଡ଼ିକୁ ଏକୀକୃତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ବ ସହିତ ହାସଲ ହୋଇଥିଲା । ତାଳଚେରର ମିଶ୍ରଣରେ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନ ଏହି ଐତିହାସିକ ପରିବର୍ତ୍ତନର ଅଗ୍ରଭାଗରେ ଠିଆ ହୋଇଥିଲେ । ସ୍ବାଧୀନତା ପରେ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନ ସାର୍ବଜନୀନ ଜୀବନରୁ ଅବସର ନେଇ ନଥିଲେ, ବରଂ ସେ ରାଷ୍ଟ୍ର ଗଠନ ପାଇଁ ନିଜକୁ ପୁନଃ ଉତ୍ସର୍ଗ କରିଥିଲେ। ସେ ଜଣେ ବିଧାୟକ, ମନ୍ତ୍ରୀ ଏବଂ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ପ୍ରତ୍ୟେକ ଭୂମିକାରେ, ସେ ସାଧାରଣ ଲୋକଙ୍କ ସହିତ ଥିଲେ ଏବଂ ଜୀବନଶୈଳୀରେ ସରଳ, ନୀତିରେ ଦୃଢ଼ ଏବଂ କାର୍ଯ୍ୟରେ ନିଭୀକ ଥିଲେ। ତାଙ୍କର ଅନେକ ଅବଦାନ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ବିଶେଷ ଭାବରେ ସ୍ମରଣୀୟ । ଜଣେ ଶିକ୍ଷକ ଭାବରେ ଜୀବନ ଆରମ୍ଭ କରିବା ପରେ, ସେ ବୁଝିପାରିଥିଲେ ଯେ ଶିକ୍ଷା ହେଉଛି ସାମାଜିକ ପରିବର୍ତ୍ତନର ପ୍ରକୃତ ମୂଳଦୁଆ। ଶିକ୍ଷା ମନ୍ତ୍ରୀ ଭାବରେ ସେ ସ୍କୁଲ ଶିକ୍ଷାକୁ ବିସ୍ତାର କରିବା, ଶିକ୍ଷାନୁଷ୍ଠାନକୁ ମଜବୁତ କରିବା ପାଇଁ ସାହସିକ ଏବଂ ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ଶିକ୍ଷା ଗରିବ, ଗ୍ରାମୀଣ ଏବଂ ଅବହେଳିତ ଲୋକଙ୍କ ପାଖରେ ପହଞ୍ଚିବା ନିଶ୍ଚିତ କରିବା ପାଇଁ ସେ ଅକ୍ଳାନ୍ତ ପରିଶ୍ରମ କରିଥିଲେ I ଏହି ପରିପ୍ରେକ୍ଷୀରେ, ଏହି ମାଟିର ଆଉ ଜଣେ ପ୍ରତିଷ୍ଠିତ ସନ୍ଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ। ତାଙ୍କ ନେତୃତ୍ୱରେ ଭାରତ ଜାତୀୟ ଶିକ୍ଷା ନୀତି 2020 ମାଧ୍ୟମରେ ଶିକ୍ଷାରେ ଏକ ଐତିହାସିକ ପରିବର୍ତ୍ତନ ଦେଖୁଛି, ଯାହା ଶିକ୍ଷାକୁ ସାମଗ୍ରିକ, ସମାବେଶୀ, ନମନୀୟ ଏବଂ ଭାରତୀୟ ମୂଲ୍ୟବୋଧରେ ମୂଳ କରିବାକୁ ଚେଷ୍ଟା କରେ ବୋଲି ରାଜ୍ୟପାଳ କହିଥିଲେ। ଏତଦବ୍ୟତୀତ ସମସ୍ତ ଜନପ୍ରତିନିଧ୍ବ, ଜିଲ୍ଲା ପ୍ରଶାସନ, ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ କାର୍ଯ୍ୟକ୍ରମ ସହିତ ଜଡିତ ସମସ୍ତଙ୍କୁ ରାଜ୍ୟପାଳ ହାର୍ଦ୍ଦିକ କୃତଜ୍ଞତା ଜଣାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଏହି ଅଞ୍ଚଳର ଲୋକଙ୍କ ପ୍ରଗତି ଏବଂ ମଙ୍ଗଳ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ବୋଲି କହିଥିଲେ I

ପୁଣି ରାଜ୍ୟପାଳ କହିଥିଲେ ଯେ, ଆଜି ଯେଉଁ ପ୍ରତିମୂର୍ତ୍ତି ଏବଂ ସଂଗ୍ରହାଳୟ ଉଦଘାଟିତ ହୋଇଛି ତାହା କେବଳ ଅତୀତକୁ ଶ୍ରଦ୍ଧାଞ୍ଜଳି ନୁହେଁ, ଏହା ଭବିଷ୍ୟତର ନିବେଶ। ଏହା ଆମର ଯୁବପିଢ଼ିଙ୍କୁ ସ୍ବାର୍ଥରୁ ଉପରକୁ ଉଠିବାକୁ, ସମାଜକୁ ସଚ୍ଚୋଟତାର ସହିତ ସେବା କରିବାକୁ ଏବଂ ନ୍ୟାୟ ଏବଂ ସତ୍ୟ ପାଇଁ ସାହସର ସହିତ ଠିଆ ହେବାକୁ ପ୍ରେରଣା ଦେବ ବୋଲି ରାଜ୍ୟପାଳ କହିଥିଲେ। ବକ୍ତବ୍ୟ ଶେଷରେ ରାଜ୍ୟପାଳ ଅନୁଗୋଳ ଜିଲ୍ଲା ଏବଂ ସମଗ୍ର ଓଡ଼ିଶା ରାଜ୍ୟର ଲୋକମାନଙ୍କୁ ଶାନ୍ତି, ସମୃଦ୍ଧି, ସଦଭାବ ଓ ପ୍ରଗତି ପ୍ରଦାନ କରନ୍ତୁ ବୋଲି ଅଞ୍ଚଳର ଅଧୂଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କୁ ପ୍ରାର୍ଥନା କରିଥିଲେ।ଏହି ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କୁ ମାଟିର ଗର୍ବ ଓ ଗୌରବ ଓ ସ୍ବାଭିମାନର ପ୍ରତୀକ ଭାବେ ଅବତାରଣା କରି ସର୍ବଦା ସେ ପିଢ଼ି ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିଥ‌ିବେ ବୋଲି କହିଥିଲେ। ସ୍ବର୍ଗତ ପ୍ରଧାନଙ୍କର ସଂଗ୍ରାମୀ ଜୀବନ ଆଉ ରାଜନୈତିକ ଜୀବନ ଉପରେ ଆଲୋକପାତ କରି ବିଶେଷ ଭାବରେ ଶିକ୍ଷାର ଉନ୍ନତି ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଆଦର୍ଶରେ ଯୁବ ପିଢ଼ି ଅନୁପ୍ରାଣିତ ହୋଇ ଅଞ୍ଚଳର ଗୌରବ ବର୍ଦ୍ଧନ କରିବାକୁ ଆହ୍ବାନ ଜଣେଇଥିଲେ । ଏତଦବ୍ୟତୀତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କରେ ଆଲୋକପାତ କରି ଏହାର ସୁଦୂର ପ୍ରସାରୀ ପ୍ରଭାବ ଉପରେ ଆଲୋକପା ପାତ କରିଥିଲେ। ସେ କହିଥିଲେ ଯେ, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସ‌ହ‌ଯୋଗରେ ଓଡ଼ିଶାକୁ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଣତ କରିବା ପାଇଁ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଅବତାରଣା କରି ଯୁବ ବର୍ଗ ଉଦ୍ୟୋଗୀ ହେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇ ଥିଲେ। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଜିଲ୍ଲାପାଳ ଶ୍ରୀ ଅବ୍ଦାଲ ଅଖତାର ବକ୍ରବ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯକ୍ରମ ଅବସରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ / ଶିଳାନ୍ୟାସ କରାଯାଇଥିଲା।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech