ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ କଲ୍ୟାଣ ସଂଘ ର ସାଧାରଣ ବୈଠକ,ଅଦ୍ୟ ତା -14-02-2026 ରିଖ, ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ସଂଘ ର ଉପସ୍ଥିତି ରେ ବାର୍ଷିକ ଆୟ ବ୍ୟୟ ବାବଦରେ ଆଲୋଚନା କରାଯାଇଥିଲା, ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ସଂଘ ପକ୍ଷରୁ ଦହି ସର୍ବତ ବଣ୍ଟନ ପାଇଁ ନିଷ୍ପତ୍ତି ନିଆଗଲା ଓ ତତ୍ ସହିତ ସଂଘ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବ ପାଇଁ ସ୍ଥିର କରାଗଲା, ଆଦ୍ୟ ସଭାର ସଭାପତି ଶ୍ରୀଯୁକ୍ତ ତୋଫାନ କୁମାର ସାହୁ, ସଭା ପରିଚାଳନା କରିଥିଲେ,ସର୍ବ ଶେଷରେ ସହ ସମ୍ପାଦକ ଶ୍ରୀଯୁକ୍ତ ମହେଶ୍ଵର ସାମଲ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଇଥିଲେ,

April 29, 2026/
No Comments


