ନୁଆଦିଲ୍ଲୀ: ଏଲପିଜି ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୪୮ ହଜାର କିଲୋଲିଟର କିରୋସିନ୍ । ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା ସୂଚନା ଦେଇଛନ୍ତି । ଏନେଇ ଅର୍ଡର ଜାରି କରାଯାଇଛି, ରାଜ୍ୟକୁ ଦିଆଯିବ କିରୋସିନ । ପ୍ରତି ତ୍ରୈମାସିକରେ ଆମେ ପ୍ରାୟ ୧ ଲକ୍ଷ କିଲୋଲିଟର ଆବଣ୍ଟନ କରିଥାଉ । ଆହୁରି ୪୮ ହଜାର କିଲୋଲିଟର କିରୋସିନ ଆବଣ୍ଟନ ପାଇଁ ଅର୍ଡର ରିଲିଜ ହୋଇଛି ।

April 20, 2026/
No Comments
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

