
ମଙ୍ଗଳପୁର: କେନ୍ଦ୍ର ସରକାରଙ୍କ ଆଇନ କୁ ବିରୋଧ କରିବା ପାଇଁ ଚାଷୀ ଙ୍କ ବନ୍ଦ ଡାକରା
ଜେ ବି ଏନ, ୮/୧୨/୨୦୨୦, (ରିପୋର୍ଟ, ପ୍ରତିପୂର ରୁ ରଜତ କୁମାର ମଲ୍ଲିକ), ବିଞ୍ଝାରପୁର : ଯାଜପୁର ଦଶରଥ ପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ବଜାର ରେ କେନ୍ଦ୍ର ସରକାରଙ୍କ ନୁଆ କୃଷି ଆଇନ କୁ ବିରୋଧ କରି ମଙ୍ଗଳପୁର ଠାରେ ଚାଷୀ ଙ୍କ ଡାକରା, ବନ୍ଦ ଙ୍କୁ ସଫଳ କରିବା ପାଇଁ ୧୦୦୦,୧୦୦୦ ଚାଷୀ ମଙ୍ଗଳପୁର ରୁ ଦସରଥପୁର ଯାଏ ବନ୍ଦ ଡାକରା ଦେଇଛନ୍ତି,ସି.ପି.ଆଇ ଏବଂ ସି.ପି.ଏମ୍ ପକ୍ଷରୁ ମିଳିତ ଭାବରେ ଭାରତ ବନ୍ଦ ପାଇଁ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି।
ସରକାରୀ ଅଫିସ,ଏବଂ ସମସ୍ତ କଯ୍ୟାଳୟ ମଧ୍ୟ ବନ୍ଦ କରାଯାଇଛି
।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-4-scaled.jpg)