Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଟେଲିକମ୍‌ ମନ୍ତ୍ରଣାଳୟର ପବ୍ଲିକ ୱାଇଫାଇ ନେଟୱାର୍କ ସ୍ଥାପନ ପ୍ରସ୍ତାବକୁ କ୍ୟାବିନେଟର ମୋହର - Jagrat Bharat News

ଟେଲିକମ୍‌ ମନ୍ତ୍ରଣାଳୟର ପବ୍ଲିକ ୱାଇଫାଇ ନେଟୱାର୍କ ସ୍ଥାପନ ପ୍ରସ୍ତାବକୁ କ୍ୟାବିନେଟର ମୋହର

ଟେଲିକମ୍‌ ମନ୍ତ୍ରଣାଳୟର ପବ୍ଲିକ ୱାଇଫାଇ ନେଟୱାର୍କ ସ୍ଥାପନ ପ୍ରସ୍ତାବକୁ କ୍ୟାବିନେଟର ମୋହର

 

• ପବ୍ଲିକ ଡାଟା ଅଫିସ ଆଗ୍ରିଗ୍ରେଟର୍ସ ସର୍ବସାଧାରଣଙ୍କୁ ୱାଇଫାଇ ସେବା ଯୋଗାଇବ

 

 

ଜେ ବି ଏନ, ୯/୧୨/୨୦୨୦, ନୂଆଦିଲ୍ଲୀ : ପବ୍ଲିକ ଡାଟା ଅଫିସ ଆଗ୍ରିଗ୍ରେଟର୍ସ (ପିଡିଏଓଏସ୍‌) ଦ୍ୱାରା ସର୍ବସାଧାରଣ ୱାଇଫାଇ ନେଟୱାର୍କ ବ୍ୟବସ୍ଥା ସ୍ଥାପନ କରିବାକୁ ଟେଲିକମ୍‌ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହୋଇଛି । ଏହି ନେଟୱାର୍କ ବ୍ୟବସ୍ଥା ମାଧ୍ୟମରେ ପବ୍ଳିକ ଡାଟା ଅଫିସମାନ ସର୍ବସାଧାରଣଙ୍କୁ ସାରା ଦେଶରେ ୱାଇଫାଇ ସେବା ଯୋଗାଇବେ । ଦେଶରେ ସର୍ବସାଧରଣ ୱାଇଫାଇ ନେଟୱାର୍କ ମାଧ୍ୟମରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଣକୁ ବ୍ୟାପକ ଏବଂ ତ୍ୱରାନ୍ୱିତ କରିବା ଉଦେଶ୍ୟରେ ଟେଲିକମ୍‌ ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ ହୋଇଛି । ଏହି ସର୍ବସାଧାରଣ ୱାଇଫାଇ ନେଟୱାର୍କରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ଲାଇସେନ୍ସ ଫି ଦେବାକୁ ପଡିବ ନାହିଁ ।

 

ଏହି ପ୍ରସ୍ତାବ ଦ୍ୱାରା ଦେଶରେ ପବ୍ଳିକ ୱାଇଫାଇ ନେଟୱାର୍କର ଅଭିବୃଦ୍ଧି ପ୍ରୋତ୍ସାହିତ ହେବ ଏବଂ ଏହାଦ୍ୱାରା ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବାର ପ୍ରସାର ବଢିବ । ଏହା ମଧ୍ୟ ନିଯୁକ୍ତି ସୃଷ୍ଟି, ଲୋକଙ୍କ ଆୟ ବୃଦ୍ଧି ଓ ସେମାନଙ୍କୁ ସଶକ୍ତ କରିବାରେ ସହାୟକ ହେବ ।

 

ପ୍ରସ୍ତାବର ମୁଖ୍ୟାଂଶ

 

ଏହି ପବ୍ଲିକ ୱାଇଫାଇ ଆକ୍‌ସେସର ନାମ ରହିବ ‘ପିଏମ୍‌-ବାଣୀ’ । ଏହି ‘ପିଏମ୍‌-ବାଣୀ’ ବ୍ୟବସ୍ଥାଟି ବିଭିନ୍ନ ଅପରେଟରଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ । ଯେଉଁମାନେ ଏହି ସେବା ଯୋଗାଇବେ ସେମାନଙ୍କର ତାଲିକା ତଳେ ଦିଆଯାଇଛି ।

 

ପବ୍ଲିକ ଡାଟା ଅଫିସ (ପିବିଓ)- ଏହା କେବଳ ‘ବାଣୀ’ ଅନୁକୂଳ ୱାଇଫାଇ ଆକ୍‌ସେସ ପଏଣ୍ଟ ପ୍ରତିଷ୍ଠା କରି ତାହାର ପରିଚାଳନା ଓ ରକ୍ଷଣାବେକ୍ଷଣ କରିବ ଏବଂ ଉପଭୋକ୍ତାଙ୍କୁ ବ୍ରଡବ୍ୟାଣ୍ଡ ସେବା ଯୋଗାଇଦେବ ।

ପବ୍ଲିକ ଡାଟା ଅଫିସ ଆଗ୍ରିଗ୍ରେଟର (ପିଡିଓଏ)- ପବ୍ଲିକ ଡାଟା ଅଫିସଗୁଡିକର ସମାହାରରେ ଏହି ପିଡିଓଏ ଗଠିତ ହେବ । ଏହା ଅନୁମତି ପ୍ରଦାନ ଓ ହିସାବପତ୍ର ରଖିବା କାର୍ଯ୍ୟ କରିବ ।

ଆପ୍‌ ପ୍ରୋଭାଇଡର- ଏହା ପଞ୍ଜୀକୃତ ବ୍ୟବହାରକାରୀଙ୍କ ପାଇଁ ଏକ ଆପ୍‌ ବିକଶିତ କରିବ ଏବଂ ଏହି ଆପ୍‌ ଆଖପାଖ ଅଞ୍ଚଳରେ ‘ବାଣୀ’ ଅନୁକୂଳ ୱାଇଫାଇ ହଟସ୍ପଟ୍‌କୁ ସଂଯୋଗ କରି ବ୍ୟବହାରକାରୀଙ୍କୁ ଇଣ୍ଟରନେଟ ସେବା ଯୋଗାଇଦେବ ।

ସେଣ୍ଟ୍ରାଲ ରେଜିଷ୍ଟ୍ରି- ଏହା ଆପ୍‌ ପ୍ରଦାନକାରୀ, ପିଡିଓଏ ଏବଂ ପିଡିଓମାନଙ୍କ ସବିଶେଷ ତଥ୍ୟ ରଖିବ । ପ୍ରାରମ୍ଭିକ ଅବସ୍ଥାରେ କେନ୍ଦ୍ରୀୟ ରେଜିଷ୍ଟ୍ରି ସି-ଡଟ୍‌ ଦ୍ୱାରା ପରିଚାଳିତ ହେବ

ଲକ୍ଷ୍ୟ

 

ପିଡିଓ ଓ ପିଡିଓଏ ପାଇଁ ପଞ୍ଜୀକରଣର କୌଣସି ଆବଶ୍ୟକତା ନାହିଁ । ତେବେ ଆପ୍‌ ପ୍ରୋଭାଇଡରମାନଙ୍କୁ ଟେଲିକମ୍‌ ମନ୍ତ୍ରଣାଳୟରେ ପଞ୍ଜୀକୃତ ହେବାକୁ ପଡିବ । ଏଥିପାଇଁ ଏକ ଅନ୍‌ଲାଇନ ରେଜିଷ୍ଟ୍ରେସନ ପୋର୍ଟାଲ ଖୋଲାଯାଇଛି । ଏହାର ଠିକଣା ହେଲା- SARALSANCHAR; https://saralsanchar.gov.in । ଏହି ପଞ୍ଜୀକରଣ ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଆବେଦନର 7ଦିନ ମଧ୍ୟରେ ଅନୁମତି ପ୍ରଦାନ କରାଯିବ ।

 

ବ୍ୟାପାର ବାଣିଜ୍ୟକୁ ସୁଗମ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ବ୍ୟବସାୟ ଅନୁକୂଳ ହେବ ବୋଲି ଆଶା କରାଯାଇଛି । କରୋନା ମହାମାରୀ କାଳରେ ଏକ ସ୍ଥିର ଓ ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ (ଡାଟା) ସର୍ଭିସର ଆବଶ୍ୟକତା ବିଶେଷ ଅନୁଭୂତ ହୋଇଥିଲା । ଦେଶର ଯେଉଁସବୁ ସ୍ଥାନରେ 4ଜି ମୋବାଇଲ ସେବା ନ ଥିଲା, ସେସବୁ ଅଞ୍ଚଳର ଲୋକେ ଏହି ବ୍ରଡବ୍ୟାଣ୍ଡ ସେବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ । ଏବେ ସେ ସବୁ ଅଞ୍ଚଳରେ ଆଉ ଅସୁବିଧା ରହିବ ନାହିଁ । ପବ୍ଳିକ ୱାଇଫାଇ ସେବା ଫଳରେ ସବୁ ଅଞ୍ଚଳକୁ ଇଣ୍ଟରନେଟ ସୁବିଧା ସହଜରେ ମିଳିପାରିବ ।

 

ଦେଶରେ ସର୍ବସାଧାରଣ ୱାଇଫାଇ ବ୍ୟବସ୍ଥାରେ ବ୍ରଡବ୍ୟାଣ୍ଡ ସେବାର ସଂପ୍ରସାରଣ ପଦକ୍ଷେପ ପଛରେ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟପୂରଣ ଉଦ୍ଦେଶ୍ୟ ନିହିତ । ଏହାର ଲାଭ ସୁଦୂର ପ୍ରସାରୀ ହେବା ନିଶ୍ଚିତ । ପବ୍ଳିକ ୱାଇଫାଇ ହଟସ୍ପଟ ବ୍ୟବହାର କରି ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ଲାଇସେନ୍ସ ଫି’ର ଆବଶ୍ୟକତା ନ ଥିବାରୁ ଦେଶରେ ଏହାର ପ୍ରସାର ତ୍ୱରିତ ଓ ବ୍ୟାପକ ହେବ । ଏହାଦ୍ୱାରା ଦେଶର କୋଣଅନୁକୋଣରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଉପଲବ୍ଧ ହୋଇପାରିବ । ବ୍ରଡବ୍ୟାଣ୍ଡର ଉପଲବ୍‌ଧତା ଓ ବ୍ୟବହାର ଫଳରେ ଲୋକଙ୍କ ଆୟ ବଢିବ, ନିଯୁକ୍ତି ସୁବିଧା ସୃଷ୍ଟି ଅଧିକ ହେବା ସହ ଲୋକଙ୍କ ଜୀବନର ମାନ ବୃଦ୍ଧି ପାଇବ ଏବଂ ସର୍ବୋପରି ଏହା ଇଜ୍‌ ଅଫ୍‌ ଡୁଇଂ ବିଜିନେସକୁ ସୁଗମ କରିବ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech