“ପଦ୍ମଶ୍ରୀ ହଲଧର ନାଗଙ୍କ ହସ୍ତରେ ‘ଭାଷାର୍ ଧର୍ସା’ ସମ୍ମାନ ପାଇଲେ ଯୁବକବି କିଶୋର ଚନ୍ଦ୍ର ପାତ୍ର”

“ପଦ୍ମଶ୍ରୀ ହଲଧର ନାଗଙ୍କ ହସ୍ତରେ ‘ଭାଷାର୍ ଧର୍ସା’ ସମ୍ମାନ ପାଇଲେ ଯୁବକବି କିଶୋର ଚନ୍ଦ୍ର ପାତ୍ର”
ବରଗଡ଼:୨/୪(ପବିତ୍ର ମେହେର) ଗତ ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାର ଦିନ ସମ୍ବଲପୁରୀ ସାହିତ୍ୟ ପରିଷଦ୍ ବରଗଡ଼ ତରଫରୁ ‘ଫି ମାସେଁ ଗୁଟେ ଦିନ୍‌ ସାହିତ୍ୟ ଭିତରେଁ ହେମା ଲିନ୍’ ସାହିତ୍ୟ କାର୍ଯ୍ୟକ୍ରମ ଏବଂ କବିତା ପାଠ ଉତ୍ସବ ସହିତ ହଲଧର ବନ ବିଦ୍ୟାଳୟ କୁଦୋ ପାଲି ସୋହେଲା ଠାରେ ପଦ୍ମଶ୍ରୀ ଲୋକକବି ରତ୍ନ ଡକ୍ଟର ହଲଧର ନାଗଙ୍କ ସହ କବି ନିରଞ୍ଜନ ପଣ୍ଡା,କବି ତଥା ଶିଶୁ ସାହିତ୍ୟିକ ବିକାଶ ସାହୁଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା।ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ବାରା ମାଁ ସମଲେଶ୍ଵରୀ ଦେବୀଙ୍କ ଫଟୋଚିତ୍ର ରେ ଧୁପ ଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଲୋକକବି ରତ୍ନ ପଦ୍ମଶ୍ରୀ ଡକ୍ଟର ହଲଧର ନାଗ, ସମ୍ମାନିତ ଅତିଥି ଭାବେ ଅଭିମନ୍ୟୁ ସାହିତ୍ୟ ସଂସଦର ସମ୍ପାଦକ ଅଶୋକ ପୂଜାରୀ, ହଳଧର ବନ ବିଦ୍ୟାଳୟ ର ସର୍ବେସର୍ବା ଜନେକ କୂଅଁର ,କବି ନୀରଞ୍ଜନ‌ ପଣ୍ଡା, ଶିଳ୍ପ ବିକାଶ ସୋହେଲା ର ଶିଶୁ ସାହିତ୍ୟିକ ବିକାଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ।ସ୍ୱାଗତ ସଙ୍ଗୀତରେ କବି ରଞ୍ଜିତ ପଧାନ ମାଁ ସମଲେଶ୍ଵରୀଙ୍କ ଏକ ଭଜନ ପରିବେଷଣ କରିଥିଲେ। ଅତିଥି ପରିଚୟ ରଖିଥିଲେ ଭାଷା ସାହିତ୍ୟ ଗବେଷକ ଉତ୍ପନ୍ନ କୁମାର ଭୋଇ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ନାଟ୍ୟକାର ତଥା ଔପନ୍ୟାସିକ ତେଜରୁ ବାରିକ । କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ସମ୍ବଲପୁରୀ ସାହିତ୍ୟ ପରିଷଦର କବି ତଥା ସମାଜସେବୀ ଉମେଶ ପ୍ରଧାନ, କବି ତଥା ଅଧ୍ୟାପକ ସୁବାଷ ଭୂଏ ଏବଂ ହଳଧର ଆବାସିକ ବନ ବିଦ୍ୟାଳୟ ର ଶିକ୍ଷକଗଣ। ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ।ଏହା ପରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବହୁ କବି କବୟିତ୍ରୀ ଯୋଗଦେଇ କବିତା ପାଠ କରିଥିଲେ। ସମସ୍ତ କବିଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ପ୍ରତି ମାସ ପରି ସମ୍ବଲପୁରୀ ସାହିତ୍ୟ ପରିଷଦ୍ ତରଫରୁ ଭାଷା ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଉଥିବା’ଭାଷାର ଧର୍ସା’ ସମ୍ମାନଟି ଏଥର କାଲିଆ କଳାପଟା କର୍ମିଟିକ୍ରା, ଲରାସରା, ଅତାବିରା, ବରଗଡ଼ କୁ ଦିଆଯାଇଥିଲା ଯାହାକୁ ଲୋକକବି ରତ୍ନ ପଦ୍ମଶ୍ରୀ ଡକ୍ଟର ହଲଧର ନାଗଙ୍କ ହସ୍ତରୁ ଗ୍ରହଣ କରିଥିଲେ ଯୁବକବି, ଗବେଷକ ତଥା କାଲିଆ କଳାପଟା ର ସମ୍ପାଦକ କିଶୋର ଚନ୍ଦ୍ର ପାତ୍ର ଏବଂ କବି ଦୁର୍ଲ୍ଲଭ ଗଡତିଆ। ଶ୍ରୀ ପାତ୍ର ୨୦୨୦ ମସିହା ଜାନୁଆରୀ ୧୪ ତାରିଖ ନିଜ ଘର କାନ୍ଥରେ ଏହି କଳାପଟା କୁ ସ୍ଥାପନ କରି ଅବିରତ ଭାବେ ବିଭିନ୍ନ କବି, କବୟିତ୍ରୀଙ୍କ ଏକପଦୀ କବିତା କୁ ସ୍ଥାନ ଦେଇ ଆସୁଛନ୍ତି। ଯାହାକି ଯିବା ଆସିବା ବେଳେ ଆଖପାଖ ଅଞ୍ଚଳର ବହୁ ଲୋକଙ୍କୁ ପ୍ରଭାବିତ କରିପାରୁଛି। ଲୋକ ସଚେତନ ଧର୍ମି ଶିକ୍ଷଣୀୟ ଲେଖା କୁ ପାଠ କରି ପାଠକ ସମାଜ ଆତ୍ମ ତୃପ୍ତି ଲାଭ କରୁଛନ୍ତି।ସାରା ଜୀବନକୁ ସାହିତ୍ୟ ସାଧନା ପାଇଁ ସମର୍ପଣ କରିଦେଇଥିବା କିଶୋର ଚନ୍ଦ୍ର ପାତ୍ର ଏକାଧାରରେ ଜଣେ କବି,ଗିତୀକାର, ଗାଳ୍ପିକ, ନାଟ୍ୟକାର, ଭାଷା ସାହିତ୍ୟ ଗବେଷକ ବହୁମୁଖି ପ୍ରତିଭାର ଅଧିକାରୀ । ଉଭୟ ଓଡ଼ିଆ ଏବଂ ସମ୍ବଲପୁରୀ/କୋସଲି ଭାଷାରେ ସାହିତ୍ୟ ସୃଷ୍ଟି କରି ଆସୁଥିବା ଶ୍ରୀ ପାତ୍ରଙ୍କ ଅଦ୍ୟାବଧି ପାଖାପାଖି ୧୦ ଟି ପୁସ୍ତକ ପ୍ରକାଶିତ ହୋଇସାରିଛି।ସେ ଆଞ୍ଚଳିକ ସାହିତ୍ୟ ପରିଷଦ୍ ଅତାବିରା ଏବଂ ସମ୍ବାଦ ସାହିତ୍ୟ ଘର ଅତାବିରା ର ଜଣେ ସଦସ୍ୟ। ପଶ୍ଚିମ ଓଡ଼ିଶାର ଅନେକ ସାହିତ୍ୟ ଅନୁଷ୍ଠାନ ସହ ଜଡ଼ିତ ଥିବା ବେଳେ ବହୁ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇ ସାରିଛନ୍ତି।ଗତ କିଛିମାସ ତଲେ ମନୋହର ସାଂସ୍କୃତିକ ସଂସଦ (ଭେଡେନ) ଏବଂ ପ୍ରକାଶ ସାଂସ୍କୃତିକ ସଂସଦ (ପଡା) ତରଫରୁ ସେ ଗୀତିକାର ସଞ୍ଜିବ ବଣିଆ ସୁରୁତା ସମ୍ମାନ ପାଇ ସାରିଛନ୍ତି।ତାଙ୍କ ବହୁ ଲେଖା ସମ୍ବାଦ, ସମାଜ, ପ୍ରମେୟ ଆଦି ଦୈନିକ ଖବରକାଗଜ ରେ ପ୍ରକାଶିତ ହୋଇସାରିଛି ଏବଂ ହେଉଛି ମଧ୍ୟ।ତାଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ କୋସଲପାରା, କବିତା କେରା,ତିରଭଙ୍ଗିଆ, ମାହେଶ୍ୱରୀ ଚଉତିଶା (ଓଡ଼ିଆ),ଲରାସରାର ରସରକେଲି,ଲରାସରା ପେତେନଘରା, ସତ୍ ବଗିଚାର୍ ତିନଟା ଫୁଲ୍ (ନାଟକ),ଚିଠି ଆସିଛେ ମଦ ଭାଟି ନୁ(ଶିଶୁ ନାଟକ)। କବିତା ସଂକଳନ ମଧ୍ୟରେ ‘ବଲକ୍ ଆମର୍ ଅତାବିରାରେ’, ବିଶ୍ୱ ବିଖ୍ୟାତ ବରଗଡ଼ ଧନୁଯାତ୍ରା କୁ ନେଇ କାବ୍ୟ ‘ବାଣାସନ ଯାତ୍ରା’ , ଏବଂ ‘ବରଗଡ଼୍ ର ମାଏଲା ଜଡ’ ପରି ଐତିହାସିକ କାବ୍ୟ ର‌ ସେ ସ୍ରଷ୍ଟା। ପାଖାପାଖି ୧୫୦ ଟି କବିତା ତାଙ୍କ‌ ଅଛପା ରହିଥିବା ବେଲେ ଆଗାମୀ ଖୁବ୍ କମ୍ ଦିନ ରେ ତାଙ୍କ ‘ଆମର୍ ଗାଁ ମଝିର୍ ବରଗଛ ‘ କାବ୍ୟ ଟି ଉନ୍ମୋଚନ‌ ହେବ ବୋଲି ସେ କହନ୍ତି।ମିଲିଥିବା ଏହି ସମ୍ମାନ ପାଇଁ ତାଙ୍କୁ ବରଗଡ଼ ତଥା ଆଖପାଖ ଅଂଚଳ‌ , ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଏବଂ ନିଜ ଗ୍ରାମ କର୍ମିଟିକ୍ରାରେ ପ୍ରଶଂସାର ସୁଅ ଛୁଟିଛି ଏବଂ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech