ଆଜି ତା.12.04.2026 ରିଖ ରବିବାର, ଲେଖକ ସଂସଦ ଠାରେ ଭାରତୀୟ ଯୋଗ ସଂସ୍ଥାନ ର 60 ତମ ପ୍ରତିଷ୍ଠା ଦିବସ, ସହିତ ଢେଙ୍କାନାଳ ଯୋଗ ଜ଼ିଲ୍ଲା ର 11 ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି | ଏଥିରେ ଓଡ଼ିଶାର ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ର ମହୋଦୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଯୋଗ ଦ୍ୱାରା ଲାଭ କହିଥିଲେ | ଏଥି ସହିତ ଶ୍ରୀ ବସନ୍ତ ପଟ୍ଟନାୟକ ମହୋଦୟ ସଂମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ଏବଂ ଢେଙ୍କାନାଳ ଯୋଗ ଜ଼ିଲ୍ଲା ର ଜ଼ିଲ୍ଲା ପ୍ରଧାନ ସୁଶୀଲ କୁମାର ପଣ୍ଡା ଜି ଓ଼ମଂଙ୍କାର ଧ୍ୱନି ଗାୟତ୍ରୀ ମନ୍ତ୍ର, ଜ଼ିଲ୍କା ଉପପ୍ରଧାନ ରଘୁନନାଥ ତ୍ରିପାଠୀ ଜି ପରିଚାଳନା କାରିଥିଲେ, ଦିଲିପ କୁମାର ମହାନ୍ତି ଜି ଅନୁଲୋମ ବିଲୋମ, ଡା : N. C. Rout ଜି, ଭ୍ରାମରି ଓ କ୍ଷେତ୍ର ଅଧିକାରି , ଡା : ଧରମା ନନ୍ଦପୃଷ୍ଟି ଜି, ପ୍ରତାପ ପତି ଜି, ଇନ୍ଦିରା ଜି, ଶରତ ଲେଙ୍କା ଜି, ସ୍ମିତା ଜି, ଅଞ୍ଜଳି ଜି, ଉମେଶ ଜି ଅସନ କରାଇଥିଲେ | କେନ୍ଦ୍ର ପ୍ରମୁଖ ମନେ ସ୍ୱାଗତ ସଂଗୀତ ଗାନ କରିଥିଲେ ଶେଷରେ ଡା : ପୀତବାସ ଷଡ଼ଙ୍ଗୀ ଜି ଧନ୍ୟବାଦ ଓ ଜ଼ିଲ୍କା ପ୍ରଧାନ ଶାନ୍ତି ପାଠ କାରିଥିଲେ ସକାଳ, 6.00 ଟା ଠାରୁ 7.45 ପଯ୍ୟନ୍ତ ସମସ୍ଥ ସାଧକ ସାଧିକା ଶତାଧିକ ଉପସ୍ଥିତ ରହି | ଉକ୍ତ ସ୍ଥାପନା ଓ ବାର୍ଷିକ ଉତ୍ସବ ଟିକୁ ଧୁମ ଧାମ ରେ ପାଳନ କରି ଜଳପାନ କରି ପତ୍ୟାବର୍ତ୍ତନ କରିଥିଲେ ଓ ପ୍ରାନ୍ତପ୍ରଧାନ ଶ୍ରୀ ସୁରେଶ ମହାପାତ୍ର ଜି, ଆମ୍ଭ ମାନଙ୍କୁଯୋଗ ର ମାର୍ଗ ଦର୍ଶନ କରିଥିଲେ ।

April 20, 2026/
No Comments
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

