Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଆମ ଉଦ୍ୟୋଗ ଜଗତ ପାଇଁ ସେତୁର ଆବଶ୍ୟକତା ରହିଛି, ପ୍ରାଚୀରର ନୁହେଁ : ପ୍ରଧାନମନ୍ତ୍ରୀ - Jagrat Bharat News

ଆମ ଉଦ୍ୟୋଗ ଜଗତ ପାଇଁ ସେତୁର ଆବଶ୍ୟକତା ରହିଛି, ପ୍ରାଚୀରର ନୁହେଁ : ପ୍ରଧାନମନ୍ତ୍ରୀ

ଫିକ୍କିର 93ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ

 

ଏକ ଦୃଢ଼ ଏବଂ ନିର୍ଣ୍ଣାୟକ ସରକାର ସମସ୍ତ ଅଂଶୀଦାରଙ୍କୁ ସେମାନଙ୍କର ସମ୍ଭାବନାକୁ ବାସ୍ତବ ରୂପ ଦେବାରେ ସହାୟତା କରିଥାଏ: ପ୍ରଧାନମନ୍ତ୍ରୀ

 

ଆମ ଉଦ୍ୟୋଗ ଜଗତ ପାଇଁ ସେତୁର ଆବଶ୍ୟକତା ରହିଛି, ପ୍ରାଚୀରର ନୁହେଁ : ପ୍ରଧାନମନ୍ତ୍ରୀ

 

ନୀତି ଓ ଉଦ୍ଦେଶ୍ୟ ସହିତ କୃଷକଙ୍କ କଲ୍ୟାଣ ଲାଗି ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ : ପ୍ରଧାନମନ୍ତ୍ରୀ

 

ଗ୍ରାମାଞ୍ଚଳ ଓ ଛୋଟ ସହରରେ ନିବେଶ ପାଇଁ ଉଦ୍ୟୋଗ ଜଗତର ନେତୃବର୍ଗଙ୍କୁ ଆହ୍ୱାନ

 

 

 

ଜେ ବି ଏନ, ୧୨/୧୨/୨୦୨୦, ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଫିକ୍କିର 93ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ଏବଂ ବାର୍ଷିକ ସମ୍ମିଳନୀର ଉଦଘାଟନୀ ସମାରୋହରେ ଅଭିଭାଷଣ ରଖିଛନ୍ତି । ଘରୋଇ ଆବଶ୍ୟକତା ପୂରଣ କରିବା ସହିତ ବିଶ୍ୱ ସ୍ତରରେ ଭାରତର ଏକ ଦୃଢ଼ ବ୍ରାଣ୍ଡ ପ୍ରତିଷ୍ଠା କରିବା ଲାଗି ପ୍ରଧାନମନ୍ତ୍ରୀ ଭାରତୀୟ ଘରୋଇ କ୍ଷେତ୍ରକୁ ପ୍ରଶଂସା କରିଥିଲେ । ଆତ୍ମନିର୍ଭର ଭାରତ ପ୍ରତି ପ୍ରତ୍ୟେକ ନାଗରିକଙ୍କ ପ୍ରତିବଦ୍ଧତା ଘରୋଇ କ୍ଷେତ୍ର ପ୍ରତି ଦେଶର ବିଶ୍ୱାସର ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜୀବନରେ ହେଉ ଅବା ପ୍ରଶାସନରେ, ଜଣେ ଆତ୍ମବିଶ୍ୱାସୀ ବ୍ୟକ୍ତି କେବେ ହେଲେ ଅନ୍ୟକୁ ସ୍ଥାନ ଦେବାରେ କୁଣ୍ଠାବୋଧ କରିନଥାଏ। ବିପୁଳ ଜନମତ ଦ୍ୱାରା ସମର୍ଥିତ ଏକ ସୁଦୃଢ଼ ସରକାର, ସେହି ଆତ୍ମବିଶ୍ୱାସ ଏବଂ ସମର୍ପଣର ପରିପ୍ରକାଶ କରିଥାଏ। ଏକ ନିର୍ଣ୍ଣାୟକ ସରକାର ସବୁବେଳେ ଅନ୍ୟମାନଙ୍କ ପାଇଁ ବାଧା ଦୂର କରିବା ଏବଂ ସମାଜ ଓ ରାଷ୍ଟ୍ରର କଲ୍ୟାଣ ଦିଗରେ ଯୋଗଦାନ ଦେବାକୁ ପ୍ରୟାସ କରିଥାଏ। ଏପରି ସରକାର ନିୟନ୍ତ୍ରଣ ଏବଂ ପ୍ରୟାସକୁ କେବଳ ନିଜ ମଧ୍ୟରେ ସୀମିତ ରଖିବାକୁ ଚାହିଁନଥାଏ। ସେ ସରକାର ସବୁ କ୍ଷେତ୍ରରେ ଥିବା ସମୟକୁ ସ୍ମରଣ କରିଥିଲେ ଏବଂ ଏହି କାରଣରୁ ଅର୍ଥବ୍ୟବସ୍ଥାରେ ହୋଇଥିବା କ୍ଷତି ବିଷୟରେ ଉଲ୍ଲେଖ କରିଥିଲେ। ଅନ୍ୟପକ୍ଷରେ ଏକ ଦୂରଦର୍ଶୀ ଏବଂ ନିର୍ଣ୍ଣାୟକ ସରକାର ସମସ୍ତ ଅଂଶୀଦାରଙ୍କୁ ନିଜ ନିଜ କ୍ଷମତାର ଅନୁଭବ କରିବା ଲାଗି ପ୍ରୋତ୍ସାହିତ କରିଥାଏ। ଶ୍ରୀ ମୋଦୀ କହିଥିଲେ ଯେ ସରକାର ବିଗତ ଛଅ ବର୍ଷ ଧରି ସମସ୍ତ କ୍ଷେତ୍ରରେ ଅଂଶୀଦାରମାନଙ୍କୁ ପ୍ରୋତ୍ସାହିତ କରି ଆସିଛି । ସେ କହିଥିଲେ ଯେ ଉତ୍ପାଦନ ଠାରୁ ଆରମ୍ଭ କରି ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପର୍ଯ୍ୟନ୍ତ; କୃଷି ଠାରୁ ଆରମ୍ଭ କରି ମୌଳିକ ଭିତ୍ତିଭୂମି ପର୍ଯ୍ୟନ୍ତ; ବୈଷୟିକ କ୍ଷେତ୍ର ସହ ଜଡ଼ିତ ଉଦ୍ୟୋଗଠାରୁ ଆରମ୍ଭ କରି ଟିକସ ନିର୍ଦ୍ଧାରଣ ପର୍ଯ୍ୟନ୍ତ ଏବଂ ରିଅଲ ଇଷ୍ଟେଟ ଠାରୁ ଆରମ୍ଭ କରି ବିନିୟାମକ ସରଳୀକରଣ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଚାରି ଦିଗରୁ ସୁଧାର ଆରମ୍ଭ ହୋଇଛି ।

 

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଉଦ୍ୟୋଗଗୁଡ଼ିକ ପାଇଁ ପାଚେରି ନୁହେଁ ବରଂ ସେତୁର ଆବଶ୍ୟକତା ରହିଛି । ଅର୍ଥବ୍ୟବସ୍ଥାର ଭିନ୍ନ ଭିନ୍ନ କ୍ଷେତ୍ରକୁ ପୃଥକ କରୁଥିବା ପ୍ରାଚୀରକୁ ହଟାଇବା ଦ୍ୱାରା ନୂତନ ଅବସର ଉପଲବ୍ଧ ହେବ, ବିଶେଷ କରି କୃଷକମାନଙ୍କୁ ନୂଆ ବିକଳ୍ପ ମିଳିବ । ପ୍ରଯୁକ୍ତି, ଶୀତଳ ଭଣ୍ଡାର ଏବଂ କୃଷି କ୍ଷେତ୍ରରେ ନିବେଶ ଫଳରେ କୃଷକମାନଙ୍କୁ ଲାଭ ମିଳିବ । କୃଷି, ସେବା, ଉତ୍ପାଦନ ଓ ସାମାଜିକ କ୍ଷେତ୍ରକୁ ପରସ୍ପରର ସହାୟକ କରିବା ଲାଗି ମାର୍ଗ ସନ୍ଧାନ କରିବା ଦିଗରେ ପ୍ରୟାସ ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ । ଫିକ୍କି ଭଳି ସଂଗଠନ ଏହି ପ୍ରୟାସରେ ସେତୁ ଏବଂ ପ୍ରେରଣା ରୂପରେ କାର୍ଯ୍ୟ କରିପାରିବ । ଆମକୁ ସ୍ଥାନୀୟ ମୂଲ୍ୟ ଏବଂ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଓ ବୈଶ୍ୱିକ ଯୋଗାଣ ଶୃଙ୍ଖଳରେ ଭାରତର ଭୂମିକାକୁ ବିସ୍ତାରିତ କରିବାର ଲକ୍ଷ୍ୟ ନେଇ କାମ କରିବାର ଆବଶ୍ୟକତା ରହିଛି । ଶ୍ରୀ ମୋଦୀ କହିଥିଲେ, “ଭାରତ ନିକଟରେ ବଜାର ଏବଂ ଜନଶକ୍ତି ରହିଛି ଏବଂ ମିଶନ ମୋଡରେ କାମ କରିବାର କ୍ଷମତା ମଧ୍ୟ ରହିଛି ।”

 

ପ୍ରଧାନମନ୍ତ୍ରୀ ଜେ-ଏ-ଏମ (ଜନଧନ, ଆଧାର ଏବଂ ମୋବାଇଲ) ତ୍ରିମୂର୍ତ୍ତି ମାଧ୍ୟମରେ ଆର୍ଥିକ ଅନ୍ତର୍ଭୂକ୍ତିକରଣର ସଫଳତା ବିଷୟରେ ଉଲ୍ଲେଖ କରିଥିଲେ, ଯାହାକି ଏ ସରକାରଙ୍କ ଯୋଜନାବଦ୍ଧ ସୁଧାର ଏବଂ ସମନ୍ୱିତ ଦୃଷ୍ଟିକୋଣର ସବୁଠୁ ଭଲ ଉଦାହରଣ ବୋଲି ସେ କହିଥିଲେ । ବିଶ୍ୱର ଏହି ସବୁଠୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥା ଯୋଗୁ ଗୋଟିଏ ବଟନ କ୍ଲିକରେ କୋଟି କୋଟି ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ହସ୍ତାନ୍ତର ହୋଇପାରୁଛି । ମହାମାରୀ ସମୟରେ ଏହି ବ୍ୟବସ୍ଥା ବିଶେଷ ପ୍ରଶଂସା ସାଉଣ୍ଟି ପାରିଛି ।

 

କୃଷକ ଏବଂ କୃଷି କ୍ଷେତ୍ରର ସହାୟତା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ଚର୍ଚ୍ଚା କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ସରକାର ନୀତି ଏବଂ ଉଦ୍ଦେଶ୍ୟ ଜରିଆରେ କୃଷକଙ୍କ କଲ୍ୟାଣ ଲାଗି ପ୍ରତିଶ୍ରୁତିବଦ୍ଧ।” କୃଷି କ୍ଷେତ୍ରରେ ବଢ଼ୁଥିବା ସକ୍ରିୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମଣ୍ଡି ବାହାରେ ନିଜର ଫସଲ ବିକ୍ରି କରିବା, ମଣ୍ଡିର ଆଧୁନିକୀକରଣ ଏବଂ ଇଲେକ୍ଟ୍ରୋନିକ ପ୍ଲାଟଫର୍ମରେ ଫସଲ ବିକ୍ରି କରିବାର ବିକଳ୍ପ ସମେତ କୃଷକମାନଙ୍କୁ ମିଳୁଥିବା ନୂତନ ବିକଳ୍ପ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଏସବୁ ଲକ୍ଷ୍ୟ କୃଷକମାନଙ୍କୁ ସମୃଦ୍ଧ କରିବ, କାରଣ ସମୃଦ୍ଧ କୃଷକଙ୍କ ଅର୍ଥ ସମୃଦ୍ଧ ରାଷ୍ଟ୍ର ।

 

ଶ୍ରୀ ମୋଦୀ କହିଥିଲେ ଯେ କୃଷି କ୍ଷେତ୍ରରେ ଘରୋଇ କ୍ଷେତ୍ରର ନିବେଶ ସନ୍ତୋଷଜନକ ହୋଇନାହିଁ। ସେ କହିଥିଲେ ଯେ ଯୋଗାଣ ଶୃଙ୍ଖଳ, ଶୀତଳ ଭଣ୍ଡାର ଏବଂ ସାର ଭଳି କ୍ଷେତ୍ରରେ ଘରୋଇ କ୍ଷେତ୍ରର ରୁଚି ଏବଂ ନିବେଶ, ଉଭୟର ଆବଶ୍ୟକତା ରହିଛି । ଶ୍ରୀ ମୋଦୀ କହିଥିଲେ ଯେ ଗ୍ରାମୀଣ କୃଷି ଆଧାରିତ ଉଦ୍ୟୋଗରେ ବ୍ୟାପକ ସମ୍ଭାବନା ରହିଛି ଏବଂ ଏଥିପାଇଁ ଏକ ଅନୁକୂଳ ନୀତିଗତ ବ୍ୟବସ୍ଥା ରହିଛି ।

 

ଗ୍ରାମୀଣ, ଅର୍ଦ୍ଧଗ୍ରାମୀଣ ଏବଂ ଶ୍ରେଣୀ-2 ଏବଂ ଶ୍ରେଣୀ-3 ସହରରେ ହେଉଥିବା ସକାରାତ୍ମକ ପରିବର୍ତ୍ତନକୁ ସୁଦୃଢ଼ ଭାବେ ସମର୍ଥନ କରି ପ୍ରଧାନମନ୍ତ୍ରୀ ବ୍ୟବସାୟ ଏବଂ ଉଦ୍ୟୋଗ ଜଗତର ବରିଷ୍ଠ ନେତୃବର୍ଗମାନଙ୍କୁ ଏପରି କ୍ଷେତ୍ରରେ ମିଳୁଥିବା ସୁଯୋଗର ଲାଭ ଉଠାଇବା ନିମନ୍ତେ ଆହ୍ୱାନ କରିଥିଲେ । ସେ ସୂଚନା ଦେଇଥିଲେ ଯେ ଗ୍ରାମୀଣ କ୍ଷେତ୍ରରେ ଇଣ୍ଟରନେଟର ଉପଯୋଗ କରୁଥିବା ଲୋକଙ୍କ ସଂଖ୍ୟା ସହରଠାରୁ ଅଧିକ ହୋଇସାରିଲାଣି । ଭାରତର ଅର୍ଦ୍ଧାଧିକ ଷ୍ଟାର୍ଟଅପ ଶ୍ରେଣୀ-2ଏବଂ ଶ୍ରେଣୀ-3 ସହରରେ ରହିଛି । ସାର୍ବଜନୀନ ୱାଇଫାଇ ହଟସ୍ପଟ ଲାଗି ନିକଟରେ ଅନୁମତି ଲାଭ କରିଥିବା ଯୋଜନା ପିଏମ-ବାଣୀ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଉଦ୍ୟୋଗୀମାନଙ୍କୁ ଗ୍ରାମୀଣ କନେକ୍ଟିଭିଟି ପ୍ରୟାସରେ ଭାଗୀଦାର ହେବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ କହିଥିଲେ, “ଏହା ସୁନିଶ୍ଚିତ ଯେ ଏକବିଂଶ ଶତାବ୍ଦୀରେ, ଭାରତର ବିକାଶ ଗ୍ରାମାଞ୍ଚଳ ଏବଂ ଛୋଟ ସହର ଦ୍ୱାରା ପରିଚାଳିତ ହେବ ଏବଂ ଆପଣଙ୍କ ଭଳି ଉଦ୍ୟୋଗୀମାନଙ୍କୁ ଗ୍ରାମାଞ୍ଚଳ ଓ ଛୋଟ ସହରରେ ନିବେଶ କରିବାର ସୁଯୋଗ ହରାଇବା ଉଚିତ ନୁହେଁ । ଆପଣମାନଙ୍କର ନିବେଶ ଗ୍ରାମୀଣ ଏବଂ କୃଷି କ୍ଷେତ୍ରରେ ଆମର ଭାଇ ଓ ଭଉଣୀମାନଙ୍କ ପାଇଁ ନୂଆ ଦ୍ୱାର ଖୋଲିବ ।”

 

କୋଭିଡ଼ ଜନିତ ଆଘାତରୁ ସୁଦୃଢ଼ ପ୍ରତ୍ୟାବର୍ତ୍ତନରେ ଉଦ୍ୟୋଗପତି ଏବଂ ଉଦ୍ୟମୀମାନଙ୍କର ଯୋଗଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଦେଶ ମହାମାରୀ ସମୟରେ ନାଗରିକମାନଙ୍କ ଜୀବନକୁ ପ୍ରାଥମିକତା ଦେଇଛି ଏବଂ ଏହାର ଭଲ ପରିଣାମ ମିଳିଛି । ଶ୍ରୀ ମୋଦୀ କହିଥିଲେ ଯେ ପରିସ୍ଥିତିରେ ସେହି ଅନୁପାତରେ ଦ୍ରୁତ ସୁଧାର ଦେଖିବାକୁ ମିଳିଛି, ଯେପରି ଭାବେ ଆରମ୍ଭରେ ସ୍ଥିତି ବିଗିଡ଼ିଯାଇଥିଲା ।

 

ସ୍ୱାଧୀନତା ସଂଗ୍ରାମରେ ଫିକ୍କିର ଭୂମିକା ଏବଂ ନିକଟ ଭବିଷ୍ୟତରେ ସେମାନଙ୍କର ଆଗାମୀ ଶତାବ୍ଦୀ ବର୍ଷ ପାଳନ ବିଷୟରେ ସ୍ମରଣ କରାଇ ପ୍ରଧାନମନ୍ତ୍ରୀ ସେମାନଙ୍କୁ ରାଷ୍ଟ୍ର ନିର୍ମାଣରେ ନିଜର ଭୂମିକାକୁ ଆହୁରି ବଢ଼ାଇବା ନିମନ୍ତେ ପରାମର୍ଶ ଦେଇଥିଲେ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech