ବିଜେପି ନେତାଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନିର୍ବାଚନ ରାଲି ବେଳେ ବୁଡିଗଲା

ବ୍ରେକିଂ ନ୍ୟୁଜ୍

ଜେ ବି ଏନ, ୧୩/୧୨/୨୦୨୦, ଶ୍ରୀନଗର : ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ଡଙ୍ଗା ରାଜ୍ୟ ଫାଇନାନ୍ସ ମିନିଷ୍ଟର ଅନୁରାଗ ଠାକୁରଙ୍କ ସମେତ ଦଳର ନେତାଙ୍କ ନେତୃତ୍ୱରେ ଏକ ନିର୍ବାଚନ ରାଲିରେ ଯାଉଥିବା ସମୟରେ ଅଘଟଣ ଘଟିଥିଲା l ସୂଚନା ମୁତାବକ ସେଠାରେ ଡଲ ହ୍ରଦରେ ଡଙ୍ଗାଟି ବୁଡ଼ି ଯାଇଥିଲା। ତେବେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ l




