ରୋଢାସର ଗ୍ରାମବାସୀଙ୍କ ପକ୍ଷରୁ ବିଶ୍ବଶାନ୍ତି ମହାଜଜ୍ଞ
ଅନୁଗୋଳ – Date -22/05/26 ତାଳଚେର ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ରୋଢାସର ଗ୍ରାମରେ ପ୍ରତି ବିଶ୍ୱଶାନ୍ତି ଉଦେଶ୍ୟରେ ମହାଜଜ୍ଞ କରାଯାଇଥାଏ। କିନ୍ତୁ ପ୍ରତି ଦଶବର୍ଷ ଅନ୍ତରେ ଅନୁଗୋଳ ଜିଲ୍ଲାର କୋଣଅନୁକୋଣ ରୁ ପାଖାପାଖି ଶହେ ରୁ ଉର୍ଦ୍ଧ ଓଡ଼ଶୀ ସଂକ୍ରିତନ ମଣ୍ଡଳୀ ବିଶ୍ଵଶାନ୍ତି ମହାଯଂଜ୍ଞ ରେ ଭାଗ ନିଅନ୍ତି। ଏହି ଓଡ଼ଶୀ ସଂକ୍ରିତନ ଦେଖିବାକୁ ତାଳଚେର ର ବହୁ ଜନସାମାଗମ ହୋଇଥିଲା।



