ନୁଆଦିଲ୍ଲୀ : ଦେଶରେ ପୁଣି ଥରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା 2ଟଙ୍କା 61 ପଇସାକୁ ବୃଦ୍ଧି ହୋଇଥିବାବେଳେ ଡିଜେଲ ଲିଟର ପିଛା 2 ଟଙ୍କା 71 ପଇସାକୁ ବୃଦ୍ଧି ହୋଇଛି । ଭୁବନେଶ୍ବରରେ ପେଟ୍ରୋଲ ଦର 109. 16 ପଇସା ଥିବାବେଳେ ଡିଜେଲ 100.81 ପଇସା ହୋଇଛି । 10 ଦିନ ମଧ୍ୟରେ ଚତୁର୍ଥ ଥର ପେଟ୍ରୋଲ ଓ ଡିଜେଲ ଦରର ବୃଦ୍ଧି ହୋଇଛି ।
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ କ୍ରମାଗତ ଭାବେ ଦେଶରେ ତେଲ ଦର ବୃଦ୍ଧି ହୋଇଛି ।
ନୂଆଦିଲ୍ଲୀ : ଦେଶରେ ପୁଣି ଥରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା 2ଟଙ୍କା 61 ପଇସାକୁ ବୃଦ୍ଧି ହୋଇଥିବାବେଳେ ଡିଜେଲ ଲିଟର ପିଛା 2 ଟଙ୍କା 71 ପଇସାକୁ ବୃଦ୍ଧି ହୋଇଛି । ଭୁବନେଶ୍ବରରେ ପେଟ୍ରୋଲ ଦର 109. 16 ପଇସା ଥିବାବେଳେ ଡିଜେଲ 100.81 ପଇସା ହୋଇଛି । 10 ଦିନ ମଧ୍ୟରେ ଚତୁର୍ଥ ଥର ପେଟ୍ରୋଲ ଓ ଡିଜେଲ ଦରର ବୃଦ୍ଧି ହୋଇଛି । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ କ୍ରମାଗତ ଭାବେ ଦେଶରେ ତେଲ ଦର ବୃଦ୍ଧି ହୋଇଛି ।



