Crime, District, Odisha, State, ମୟୂରଭଞ୍ଜହାତୀ ଦାନ୍ତ ଜବତ କଲା ବନ ବିଭାଗJuly 2, 2023/No Commentsହାତୀ ଦାନ୍ତ ଜବତ କଲା ବନ ବିଭାଗ ମୟୂରଭଞ୍ଜ ଶିମିଳିପାଳରୁ ପୁଣି ହାତୀ ଦାନ୍ତ ଜବତ କରିଛି ବନ ବିଭାଗ। ୪ଟି ହାତୀ ଦାନ୍ତ ଜବତ, ୫ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଦକ୍ଷିଣ ଡିଭିଜନରେ ଅତର୍କିତ ଚଢ଼ାଉ କରି ଦାନ୍ତ ଜବତ ।