
ବ୍ଲକ୍ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଗୋଳ, ୨୫.୦୨ : ରାଜ୍ୟ ମହିଳା କମିଶନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତାଳଚେର ସମନ୍ଵିତ ଶିଶୁ ବିକାଶ ସଭାଗୃହଠାରେ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନର ସଦସ୍ୟ ଶ୍ରୀମତୀ ପ୍ରତିଭା ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉଦଘାଟନ ଉତ୍ସବରେ...

ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ ମେରାମଣ୍ଡଳୀ, ୨୫/୦୨/୨୦୨୬- ଗ୍ରାମାଞ୍ଚଳରେ କ୍ରୀଡ଼ାବିତ୍ ସୃଷ୍ଟି କରିବା ଓ ଉତ୍ତମ ପ୍ରଶିକ୍ଷଣ ମାଧ୍ୟମରେ ଜାତୀୟସ୍ତରରେ ସେମାନଙ୍କ ପରିଚୟ ସୃଷ୍ଟି କରିବାରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ)। ପଶ୍ଚିମବଙ୍ଗରେ ଆୟୋଜିତ ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଖେଳିବା...

ନୁଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜାପାନ ଗସ୍ତର ପ୍ରଥମ ଦିନରେ, ବୁଧବାର ବିଭିନ୍ନ ଜାପାନୀ କମ୍ପାନୀ ସହିତ ପ୍ରାୟ 11,000 କୋଟି ଟଙ୍କାର ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଲକ୍ଷ୍ନୌରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଏହି ଜାପାନୀ କମ୍ପାନୀଗୁଡ଼ିକ ମଧ୍ୟରେ କୁବୋଟା କର୍ପୋରେସନ, ମିଣ୍ଡା କର୍ପୋରେସନ, ଜାପାନ ଏଭିଏସନ୍ ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରି,...

ଭୁବନେଶ୍ୱର: ଧାନକିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି। ଟୋକନ ସମୟ ସମାପ୍ତ ହୋଇଗଲେ ମଧ୍ୟ ଆଉ ୧୫ ଦିନ ପର୍ଯ୍ୟନ୍ତ ଏହି ଅବଧି ବଢ଼ାଯିବ। ରାଜ୍ୟରେ ସମସ୍ତ ଜିଲାପାଳ ଏହି ଅବଧି ସମୟ ବଢ଼ାଇ ପାରିବେ। ବିଳମ୍ବ କିମ୍ବା ସମସ୍ୟା ଯୋଗୁ ରାଜ୍ୟର ଚାଷୀଙ୍କୁ ବାଦ୍ ଦିଆଯିବ ନାହିଁ। ମାର୍ଚ୍ଚ...

କେନ୍ଦ୍ରାପଡା: କେନ୍ଦ୍ରାପଡା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଛି । ବିଗତ କିଛି ବର୍ଷ ଧରି ରଥର ୧୪ଟି ଟକ ଠିକ ନଥିବାରୁ ଅସୁବିଧା ହେଉଥିଲା । ରଥ ଟଣା ବେଳେ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ବିଘ୍ନ ସୃଷ୍ଟି ହୋଇଥିଲା । ବାହୁଡା ଯାତ୍ରା ସମୟରେ ମଧ୍ୟ ସମାନ...

ଭୁବନେଶ୍ୱର: ହୋର୍ଡିଂ ଭୁଶୁଡି ମୃତ୍ୟୁ ଘଟଣାରେ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଭୁବନେଶ୍ୱରର ଆଇଗଣିଆରେ ଦୁଃଖଦ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ଉଭୟଙ୍କ ମୃତକଙ୍କ ପରିବାର ନିକଟତମ ଆତ୍ମୀୟକୁ ୪ ଲକ୍ଷ ଲେଖାଏଁ ମିଳିବ । ସିଏମଆରଏଫରୁ ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ଦେଲେ...








All rights reserved. Designed by Inter Softech