
ନୁଆଦିଲ୍ଲୀ: ନିକଟରେ କଙ୍ଗନା ରାଣାୱତଙ୍କ ଫିଲ୍ମ “ଭାରତ ଭାଗ୍ୟ ବିଧାତା”ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସାମିଲ ହୋଇଥିଲେ। ମୁକ୍ତିଲାଭ ପୂର୍ବରୁ ଫିଲ୍ମଟିକୁ ଏବେ ଦିଲ୍ଲୀରେ କରମୁକ୍ତ ଘୋଷଣା କରାଯାଇଛି। ଯାହାକୁ ନେଇ କଙ୍ଗନା ଖୁସି ପ୍ରକାଶ କରିଛନ୍ତି। “ଭାରତ ଭାଗ୍ୟ ବିଧାତା” ଜୁନ୍ ୧୨ ତାରିଖରେ ପ୍ରେକ୍ଷାଳୟରେ...

ନୂଆଦିଲ୍ଲୀ : ଓମାନ ତଟ ନିକଟରେ.ଏକ ତୈଳ ଟ୍ୟାଙ୍କର ସେଟେବେଲୋ ଉପରେ ଆକ୍ରମଣ ହୋଇଛି । ଆକ୍ରମଣ ପରେ ଟ୍ୟାଙ୍କର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଏଥିରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ୩ ଭାରତୀୟ ନିଖୋଜ ଖବର ମିଳିଥିଲା । ଓମାନ ତଟ ନିକଟରେ ଏହି ଟ୍ୟାଙ୍କର ଉପରେ ଆକ୍ରମଣ...

ଘର କାମର ମିଳିଲା ବଡ଼ ସ୍ୱୀକୃତି ! । ଗୃହିଣୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ସୁପ୍ରିମକୋର୍ଟ କହିଲେ, ଗୃହିଣୀମାନେ ହେଉଛନ୍ତି ‘ରାଷ୍ଟ୍ର ନିର୍ମାତା’। ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାରେ ଏଣିକି ମାସିକ ୩୦ ହଜାର ଟଙ୍କା ହିସାବରେ ମିଳିବ ପ୍ରାପ୍ୟ । ମହିଳାମାନଙ୍କ ଅଦୃଶ୍ୟ ଘରକାମ ଏବଂ ପରିବାର ପ୍ରତି ତାଙ୍କର ଅବଦାନକୁ ନେଇ...

ଭୁବନେଶ୍ବର: ବଡ଼ ଘୋଷଣା କଲେ ରାଜ୍ୟ ସରକାର । ନିଟ୍ ୟୁଜି ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା । ଆଡମିଟ୍ କାର୍ଡ ଦେଖାଇ ପରୀକ୍ଷାର୍ଥୀ OSRTC ବସରେ ମାଗଣାରେ ଯାଇପାରିବେ । ପରୀକ୍ଷା କେନ୍ଦ୍ରରେ ସହଜରେ ପହଞ୍ଚିବା ପାଇଁ ମାଗଣା ବସ୍ ସେବା । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗର ନିର୍ଦ୍ଦେଶ ଦେଇଛି ।...

ପର୍ଜଙ୍ଗ: ପର୍ଜଙ୍ଗ ଥାନା ଲୋଧଣୀ ଗ୍ରାମର ସୁରେଶ ରାଉତଙ୍କ ପୁଅ ସୁଦର୍ଶନ ରାଉତ (୪୮) ଗୁରୁବାର ଦିନ ରାତି ପ୍ରାୟ ୯ଟା ବେଳେ ସାଙ୍ଗ ରମେଶ ସାହୁଙ୍କ ସହ ପାଳସାହି ଗାଁକୁ ନାଚ ଦେଖିବାକୁ ଯାଉଥିବା ବେଳେ, ତାଙ୍କ ମୋଟର ସାଇକେଲ ଆଗକୁ ହଠାତ ବାରହା ଆସି ଯିବାରୁ ରାସ୍ତାରେ ପଡିଗଲେ l ରମେଶ ସାହୁ ଆହତ...

ଭୁବନେଶ୍ୱର: ଆଜି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ (ୱାର୍ଲ୍ଡ ଡେ ଅଗେନ୍ଷ୍ଟ ଚାଇଲ୍ଡ ଲେବର୍) ଅବସରରେ, ଖାରବେଳ ନଗରସ୍ଥିତ ଶ୍ରମ ନିର୍ଦ୍ଦେଶାଳୟ ପରିସରରେ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀମତୀ ଚିତ୍ରା ଅରୁମୁଗମ୍, ଏକ ଶିଶୁ ଶ୍ରମ ବିରୋଧୀ ପୋଷ୍ଟରର ଉନ୍ମୋଚନ କରିଛନ୍ତି। ଏହି...

ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି।ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାର ସମ୍ୱେଦନଶୀଳ ନଦୀକୂଳିଆ ଅଞ୍ଚଳରେ କୁମ୍ଭୀର ଏବଂ ସାପକୁ ଛାଡିବାର ସମ୍ଭାବ୍ୟତା ଅନୁସନ୍ଧାନ କରୁଛି। ତଥାପି, ପ୍ରସ୍ତାବକୁ ଏପର୍ଯ୍ୟନ୍ତ ସରକାରୀ ଅନୁମୋଦନ ମିଳିନାହିଁ।ବିଗତ ୧୦ ବର୍ଷ ମଧ୍ୟରେ ସୀମାରେ ୭ ହଜାରରୁ ଅଧିକ ଅନୁପ୍ରବେଶ ଘଟଣା ସଂପର୍କରେ ରିପୋର୍ଟ...

୨୫ତମ AIP ଜଳକ୍ରୀଡା କ୍ଲଷ୍ଟର: ଦ୍ୱିତୀୟ ଦିନରେ ଚମକଦାର ପ୍ରଦର୍ଶନ ତେହରି, ଏପ୍ରିଲ ୦୯, ୨୦୨୬: ITBP ଦ୍ୱାରା ତେହରି ହ୍ରଦରେ ଆୟୋଜିତ ୨୫ତମ ଅଲ୍ ଇଣ୍ଡିଆ ପୋଲିସ ଜଳକ୍ରୀଡା କ୍ଲଷ୍ଟରର ଦ୍ୱିତୀୟ ଦିନରେ ବିଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣକାରୀଙ୍କ ଦ୍ୱାରା ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା, ଯାହା ଦକ୍ଷତା, ସହନଶୀଳତା ଏବଂ କ୍ରୀଡାପ୍ରେମର ଉଚ୍ଚ ମାନଦଣ୍ଡକୁ ପ୍ରତିଫଳିତ...

ନୁଆଦିଲ୍ଲୀ: ଆଜି ଗୁରୁବାର, ୯ ଏପ୍ରିଲ୍ ୨୦୨୬ରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଆସାମ, କେରଳ ଏବଂ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏହି ନିର୍ବାଚନରେ କୋଟିକୋଟି ଭୋଟଦାତା ନିଜ...

ଅରୁଣାଚଳ ପ୍ରଦେଶରେ ୧୭୨୦ ମେଗାୱାଟ କମଳା ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ; ୨୬,୦୬୯.୫୦ କୋଟି ଟଙ୍କା ନିବେଶ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଅରୁଣାଚଳ ପ୍ରଦେଶର କାମଲେ , କ୍ରା ଦାଦି ଏବଂ କୁରୁଙ୍ଗ କୁମେ ଜିଲ୍ଲାରେ କମଳା ଜଳ ବିଦ୍ୟୁତ୍ ପ୍ରକଳ୍ପ (ଏଚଇପି) ନିର୍ମାଣ ପାଇଁ...

“ନିଜକୁ ନିଜେ ଭକ୍ଷଣ କରିଥିଲା ଏହି ପ୍ରାଣୀ; ଶିବଙ୍କ କ୍ରୋଧରୁ କିଭଳି ଜନ୍ମ ନେଲା ‘କିର୍ତ୍ତିମୁଖ’?” ନମସ୍କାର, ଜାଗ୍ରତ ଭାରତ ନ୍ୟୁଜର ଏହି ବିଶେଷ ଉପସ୍ଥାପନାକୁ ଆପଣଙ୍କୁ ସ୍ୱାଗତ। ଭାରତୀୟ ମନ୍ଦିର କଳାରେ ଅନେକ ରହସ୍ୟମୟ ଚିତ୍ର ଏବଂ ମୂର୍ତ୍ତି ଦେଖିବାକୁ ମିଳେ। ସେଥିମଧ୍ୟରୁ ଅନ୍ୟତମ ହେଉଛି ‘କିର୍ତ୍ତିମୁଖ’। ଆସନ୍ତୁ ଜାଣିବା ମନ୍ଦିର ବେଢ଼ାରେ ଥିବା ଏହି...

ନୂଆଦିଲ୍ଲୀ, ୦୮/୦୪ : ଆମେରିକା-ଇରାନ ଯୁଦ୍ଧବିରତି ମଧ୍ୟରେ କେନ୍ଦ୍ର ସରକାର ଭାରତୀୟମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି । ଯେଉଁଥିରେ ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି କେନ୍ଦ୍ର ସରକାର ଭାରତୀୟମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛନ୍ତି । ଏପ୍ରିଲ ୭, ୨୦୨୬ ଘଟଣାର ସ୍ଥିତିକୁ ଦେଖି ଇରାନରେ...

ଭୂବନେଶ୍ୱର, ୨୩/୦୩ : ଭିକେ ପାଣ୍ଡିଆନଙ୍କୁ ନେଇ ବିଜେଡି ଶିବିରରେ ଗୁଞ୍ଜରଣ । ପାଣ୍ଡିଆନ ଖୁବଶୀଘ୍ର ଦଳ ସହିତ ସମ୍ପର୍କ ତୁଟାଇ ପାରନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭିକେ ପାଣ୍ଡିଆନ୍ ଖୁବ୍ ଶୀଘ୍ର ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସ ଛାଡିବାକୁ ଯାଉଛନ୍ତି। ରାଜନିତୀରରୁ ସନ୍ୟାସ ନେଇଥିବା ପାଣ୍ଡିଆନ ଓଡିଶା ଛାଡି ଏକ ଆନ୍ତର୍ଜାତୀୟ...

ପ୍ରଦୀପ ମାଝୀଙ୍କୁ ନେଇ ବଢିଛି ସସପେନ୍ସ : ଛାଡି ପାରନ୍ତି ବିଜେଡି ଭୂବନେଶ୍ବର, ୨୨/୦୩ : ବିଜେଡି ନେତା ପ୍ରଦୀପ ମାଝୀଙ୍କୁ ନେଇ ବଢିଛି ସସପେନ୍ସ। ସେ ଯେପରି ଭାଷଣ ଦେଉଛନ୍ତି, ସେଥିରୁ ଅନୁମାନ କରାଯାଉଛି ଯେ, ସେ ବିଜେଡି ଛାଡିପାରନ୍ତି । ସେ କହିଛନ୍ତି କଂଗ୍ରେସରେ କାମ କରିବାର ମଜା ଅଲଗା ଅଛି। ଭକ୍ତ ଦାସ...

ଗତ କିଛି ଦିନ ହେଲା ବିଧାନସଭାରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ଚର୍ଚ୍ଚିତ ହେଉଥିବା କଂଗ୍ରେସ ଏବେ ରାଜରାସ୍ତାରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି। ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନ କ୍ରମେ ୨୭ ତାରିଖ ଦିନ ବିଧାନସଭା ଘୋରାଉ କରାଯିବ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ ହଷ୍ଟେଲ୍ରେ ରହୁଥିବା...

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ ଓ ଗୁଣ୍ଡାରାଜ ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ ଭୁବନେଶ୍ୱର ତା. ୧୩.୩- ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ଏକ ବିଶାଳ ରାଲି ଭୁବନେଶ୍ୱର କ୍ଲବ ଠାରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପର୍ଯ୍ୟନ୍ତ ଯାଇଥିଲା...

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା । ସୁଷମା ସ୍ବରାଜ, ଶିଲା ଦୀକ୍ଷିତ, ଅତିସିଙ୍କ ପରେ ଚତୁର୍ଥ ମହିଳା ଭାବେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ ବି ରେଖା ଗୁପ୍ତା ଦୀର୍ଘ ଦିନ ଧରି ରାଜନୀତିରେ ସକ୍ରିୟ ରହିଛନ୍ତି । ଶାଲିମାରବାଗ ସିଟରୁ ୩୦ହଜାରରୁ ଅଧିକ...

ନୂଆଦିଲ୍ଲୀ: ଗୁରୁବାର କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ ଶୁକ୍ରବାର ଦିନ ଡିସଚାର୍ଜ କରାଯାଇପାରେ ବୋଲି ସୂଚନା ମିଳିଛି । ସାର୍ ଗଙ୍ଗାରାମ ହସ୍ପିଟାଲର ପରିଚାଳନା ବୋର୍ଡର ଅଧ୍ୟକ୍ଷ ଡାକ୍ତର ଅଜୟ ସ୍ୱରୂପଙ୍କ ଅନୁଯାୟୀ, ପେଟ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ...










All rights reserved. Designed by Inter Softech