ଆଜି 19,6, 2026ଢେଙ୍କାନାଳ ସହର ସ୍ଥିତ କୁଞ୍ଜକାନ୍ତ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ଜଗନ୍ନାଥ ମନ୍ଦିର ଶୀତଳଷଷ୍ଠୀ ଯାତ୍ରା ଖୁବ୍ ଆଡମ୍ବର ସହକାରେ ଶିବ ପାର୍ବତୀ ଙ୍କ ର ଶୋଭାଯାତ୍ରା ସାହି ପରିକ୍ରମା କରିଥିଲା ଗତ କାଲି 18,6, 2006ଦିନ ଶିବ ପାର୍ବତୀ ଙ୍କର ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ବରପିତା ଶ୍ରୀ ଶିବ ପ୍ରସାଦ ଦାସ ଏବଂ କନ୍ୟା ପିତା ଶ୍ରୀ ପ୍ରଭାସ ଚନ୍ଦ୍ର ମିଶ୍ର ଅତି ଶାନ୍ତି ଶୃଂଖଳା ସହ ମନ୍ଦିର ପରିଚାଳନା କମିଟିର ସଭ୍ୟ ମାନଙ୍କର ସହଯୋଗ ଏବଂ ମନ୍ଦିର ପୂଜକ ଶ୍ରୀ କୃଷ୍ଣ ଚନ୍ଦ୍ର ପାଢ଼ୀ ଏବଂ ଶ୍ରୀ ମନ୍ମଥ ମିଶ୍ର ଙ୍କ ଦ୍ଵାରା ବିବାହ ନିତିକାନ୍ତି ସୁଚାରୁ ରୁପେ ପାଳନ କରାଯାଇଥିଲା,

June 20, 2026/
No Comments

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)
