ହାଇସ୍କୁଲ ଖେଳ ପ୍ରତିଯୋଗିତା ଗୋଲାମୁଣ୍ଡା ଠାରେ ଉଯାପିତ ହୋଇଯାଇଛି

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଶିବାଜୀ ସ୍ଟାଡିଅମ ଠାରେ ବ୍ଲକ ସ୍ତରୀୟ ଖେଳ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଯାଇଛି. ଉକ୍ତ ପ୍ରତଯୋଗୀତା ରେ ଉଭୟ ଛାତ୍ର ଛାତ୍ରୀ ଫୁଟବଲ. କବାଡି. ଖୋକୋ ରେ ଭାଗ ନେଇ ଥିଲେ. ଉକ୍ତ ପ୍ରତଯୋଗୀତା ରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବି. ଡି. ଓ. ଯୋଗ ଦେଇଥିଲେ ସାନମାନୀୟ ଅତିଥି ଭାବରେ ବି. R. C ଲବନି ନାଏକ. ଶ୍ୟାମସୁନ୍ଦର ଅଗ୍ରୱାଲ.. ଗୋଲାମୁଣ୍ଡା ବ୍ଲକ ର ସମସ୍ତ p. E. T. ଯୋଗ ଦେଥିଲେ. P. E. T. ସଙ୍ଗ ର ସଭାପତି ଚପରିଆ ହାଏ ସ୍କୁଲ p. E. T. ଧନଞ୍ଜ ୟ ମେହେର ଦୀପ ପ୍ରଜ୍ୱଳନ କରିଥିଲେ ଓ ଖେଳପରିଚାଳନା କରିଥିଲେ ଓ ସମସ୍ତ p. E. T ମହାଶୟ ମନେସହଯୋଗ କରିଥିଲେ ଉକ୍ତ ମଞ୍ଚରେ ମଞ୍ଚାସିନ ବ୍ୟ କ୍ତି ମାନେ
ଉତବୋଧନ ଦେଇ ଥିଲେ କି କିଭଳି ଛତ୍ର. ଛାତ୍ରୀ ଉଚ୍ଚ ଶିକ୍ଷିତ ହେବେ. ଭଲ ଖେଳ ପ୍ରଦସନ କରି ରାଷ୍ଟ୍ର ସ୍ତରରେ ଖେଳିପାରିବେ ତା ବିଷୟ ରେ ଉତବୋଧନ ଦେଇ ଥିଲେ ଧନଞ୍ଜୟ ମେହେର ସଭାସଙ୍ଗେ କରି ସୁଚାରୁ ରୂପେ ପରିଚାଳନା କରିଥିଲେ
କଳାହାଣ୍ଡି ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ




