ସିଂହାସନରେ ବିରାଜମାନ ହେଲେ ପାର୍ବତୀ ନନ୍ଦନ ଅଗ୍ରପୂଜ୍ୟ ବାବା ଗଜାନନ

ସିଂହାସନରେ ବିରାଜମାନ ହେଲେ ପାର୍ବତୀ ନନ୍ଦନ ଅଗ୍ରପୂଜ୍ୟ ବାବା ଗଜାନନ


ତାଳଚେର, ୧୪/୦୯ ସନାତନ ପରମ୍ପରାର ପ୍ରଥମ ପୂଜ୍ୟ ହଉଛନ୍ତି ଗଣେଶ । ସେଥିପାଇଁ କୌଣସି ଶୁଭକାର୍ଯ୍ୟ ଯଥା- ବିବାହ, ଗୃହପ୍ରବେଶ, ବ୍ରତ-ସଂକଳ୍ପ, ହବନ -ପୂଜନ-ଯଜ୍ଞ ଆଦି ପ୍ରାରମ୍ଭ କରିବା ପୂର୍ବରୁ ଗଣେଶଙ୍କୁ ସ୍ମରଣ କରାଯାଏ । ମାନ୍ୟତା ଅନୁସାରେ ଏପରି କରିବା ଦ୍ୱାରା କାର୍ଯ୍ୟପୂର୍ଣ୍ଣ ହୁଏ ଓ ସେଥିରେ ବାଧାବିଘ୍ନ ଗଣେଶ ଭଗବାନଙ୍କ ଦୟାରୁ ଦୂର ହୋଇଥାଏ । ଗଜମୁର୍ଖ, ଗରିହାତ ଓ ଏକ ଭାରୀ ଶରୀର ପୂଜା ପାଇଥାନ୍ତି ବିଘ୍ନହର୍ତା । ପ୍ରକୃତିର ଶକ୍ତି ଗୁଡ଼ିକର ସେ ହେଉଛନ୍ତି ବିରାଟ ସ୍ୱରୂପ । ମୁଦଲ୍ଲ ଓ ଗଣେଶ ପୂରାଣରେ ତାଙ୍କର ୩୨ଟି ମଙ୍ଗଳକାରୀ ସ୍ୱରୂପର ଉଲ୍ଲେଖ ରହିଛି । ସେଥିରେ ରହିଛି ତାଙ୍କର ବାଳକ ରୂପ ଓ କିଶୋର ଊର୍ଜାବାନ ସ୍ୱରୂପ । ଏହି ପୂରାଣ ଗୁଡ଼ିକ ଅନୁସାରେ ଭଗବାନ ଗଣେଶ ହିଁ ସୃଷ୍ଟିର ପ୍ରଧାନ ଶକ୍ତି । ତାଙ୍କ ଭିତରେ ଭଗବାନ ବ୍ରହ୍ମା, ବିଷ୍ଣୁ ମହେଶ୍ୱରଙ୍କ ଶକ୍ତି ସମାହିତ ।

ତେବେ କର୍ଣ୍ଣାଟକର ମହେଶୁର ପାଖରେ ଏକ ଶିବ ମନ୍ଦିରରେ ଭଗବାନ ଗଣେଶଙ୍କର ସମସ୍ତ ୩୨ଟି ରୂପ ଦେଖିବାକୁ ମିଳେ । ସେହି ମନ୍ଦିରରେ ଦେବୀ ଦେବତାମାନଙ୍କର ଶହେରୁ ଅଧିକ ପ୍ରତିମା ବିଭିନ୍ନ ସ୍ୱରୂପରେ ପୂଜା ପାଉଛନ୍ତି । ଶ୍ରୀ ଗଣେଶ ଏହି ୩୨ଟି ରୂପରେ ଅଲଗା ଅଗଲା ମୁଖକୃତୀ ସହିତ ତାଙ୍କର ସ୍ୱରୂପ ଓ ତାଙ୍କ ଠାରୁ ମିଳୁଥିବା ପ୍ରେରଣା ଅନୁକରଣୀୟ ଅଟେ । ଉତର ଭାରତ ଦେଶର ଅନ୍ୟ ସ୍ଥାନରେ ସାଧାରଣତଃ ଗଣେଶଜୀଙ୍କ ୩ଟି ସ୍ୱରୂପ ଦେଖିବାକୁ ମିଳେ । ଏଥି ମଧ୍ୟରେ ବାଲଗଣପତି, ବରଦ ଗଣପତି ଅର୍ଥାତ୍ ବରଦାନ ଦେଉଥିବା ଗଣପତି ଓ ସିଦ୍ଧ ଗଣପତି (ସିଦ୍ଧିଦାତା) ପ୍ରମୁଖ । ତାଙ୍କର ଏହି ତିନି ସ୍ୱରୂପଙ୍କୁ ସର୍ବାଧିକ ପୂଜା କରାଯାଏ ।

ଆଜି ଭାଦ୍ରବମାସ ଶୁକ୍ଳପକ୍ଷ ତୃତୀୟା ଇଂ ତା ୨୭/୦୮/୨୦୨୫ ରିଖ ଅଗ୍ରପୂଜ୍ୟ ପାର୍ବତୀ ନନ୍ଦନ ବାବା ଗଜାନନ ସିଂହାସନରେ ବିରାଜମାନ ହୋଇଛନ୍ତି । ପ୍ରଭୂ ଶ୍ରୀ ଗଣେଶଙ୍କ ପୂଜା ନିମନ୍ତେ ତାଳଚେରର ବିଭିନ୍ନ ପୂଜାମଣ୍ଡପ ଗୁଡ଼ିକରେ କାର୍ଯ୍ୟକର୍ତମାନଙ୍କର ତତ୍ପରତା ଦେଖିବାକୁ ମିଳିଥିଲା । ତାଳଚେରରେ ବୋହି ଯାଉଥିବା ଚିରୋସ୍ରୋତା ବ୍ରାହ୍ମଣୀନଦୀ କୂଳରେ ସକାଳୁ ବ୍ରାହ୍ମଣଙ୍କ ଦ୍ୱାରା ପୂଜାପାଠ ଓ ହୋମଯଜ୍ଞ କରାଯାଇ ସମସ୍ତ ପୂଜାମଣ୍ଡପର କାର୍ଯ୍ୟକର୍ତାମାନେ କଳସୀରେ ଜଳ ସଂଗ୍ରହ କରି ଝାଞ୍ଜ, ଘଂଟ, ବାଦ୍ୟ ଓ ମୃଦଙ୍ଗ ବଜାଇ ନିଜ ନିଜ ପୂଜାମଣ୍ଡପକୁ ଆଣିଥିଲେ ଓ ସେଠାରେ କଳସ ସ୍ଥାପନ କରି ବାବା ଗଜାନନଙ୍କର ରୀତିନୀତି ଅନୁସାରେ ପୂଜାପାଠ ଓ ହୋମଯଜ୍ଞ କରାଯାଇ ପ୍ରଭୂଙ୍କ ମୂର୍ତିରେ ବ୍ରାହ୍ଣଣମାନେ ଜୀବଦାନ ଦେଇଥିଲେ । ପୂଜା ସମାପ୍ତ ହେବା ପରେ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ, ବଜାର, ମାର୍କେଟ ଇତ୍ୟାଦି ଗୁଡ଼ିକରେ ସମସ୍ତ ମେଢ଼ର ଅପରାହ୍ଣ ୩ଘଟିକା ୩୦ମିନିଟ୍ ସମୟରେ ପୂଜା ସମାପନ ହେବା ସହ ବିଭିନ୍ନ ପୂଜାମଣ୍ଡପ ଗୁଡ଼ିକ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ପ୍ରଭୂ ଗଜାନନଙ୍କ ସେଉବୁନ୍ଦିଆ ଏବଂ ଲଡ଼ୁ ଖାଇ ଛୋଟପିଲାମାନେ ବେଶ ଆନନ୍ଦ ଉଲ୍ଲାସ ହୋଇ ଘରକୁ ଫେରୁଥିବାର ଦେଖିବାକୁ ମିଳିଥିଲା । ତେବେ ତାଳଚେରରେ ଆଜି ଏହି ଗଣପର୍ବ ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ତାଳଚେର ସହର ଠାରୁ ଆରମ୍ଭ କରି ଗ୍ରାମାଚଂଳ ପର୍ଯ୍ୟନ୍ତ ଗଣେଶ ପୂଜା କରୁଥିବା ଦେଖିବାକୁ ମିଳିଛି । ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଟାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ପୌରପରିଷଦର ୨୧ଗୋଟି ୱାର୍ଡ଼ ଗୁଡ଼ିକରେ ସାହି ଗଳିକନ୍ଦିରେ ମଧ୍ୟ ବାବା ଗଜାନନ ପୂଜା ପାଉଥିବା ଦେଖିବାକୁ ମିଳିଛି । ତେବେ ତାଳଚେର ଏହି ଗଣେଶ ପୂଜା ଯେଉଁ ସ୍ଥାନକୁ ଗଲେ ମଧ୍ୟ ଦେଖିବାକୁ ମିଳୁଛି ବୋଲି ଆଜି ଏହା ଏକ ବଡ଼ପୂଜା ରୂପେ ମଧ୍ୟ ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିପାରିଛି । ଅ।।ଜି ଠାରୁ ୧୧ଦିନ ପର୍ଯ୍ୟନ୍ତ ତାଳଚେରରେ ବିଭିନ୍ନ ଅଂଚଳରୁ ଦର୍ଶକଙ୍କର ଆଗମନକୁ ନେଇ ବେଶ ପୂଜାମଣ୍ଡପ ଗୁଡ଼ିକର ଆଶା ଉଜ୍ଜୀବିତ ହୋଇଛି । ପୂଜାର ପ୍ରଥମ ଦିନରେ ଅଆଲୋକମାଳାରେ ତାଳଚେର ସହର ସନ୍ଧ୍ୟା ସମରେ ଝଲମଲ ଦେଖାଯାଉଛି । ତାଳଚେରର ଏହି ପ୍ରସିଦ୍ଧ ଗଣପର୍ବ ଗଜାନନଙ୍କୁ ନେଇ ପ୍ରାୟ କେତେ ଗୁଡ଼ାଏ ଦୋକାନ ବଜାର ବସିଗଲାଣି । ଚଳିତ ସେପ୍ଟେମ୍ବର ୧୪ ତାରିଖରେ ଅଗ୍ରପୂଜ୍ୟ ପ୍ରଭୂଗଜନ୍ନଙ୍କ ପୂଜା ଓ ସେପ୍ଟେମ୍ବର ୨୬ ତାରିଖରେ ମେଲାଣି ହେଉଥିବାରୁ ଯଦି ପାଗ ଅନୁକୂଳ ରୁହେ ବ୍ୟବସାୟୀମାନେ ଭଲ ଦି’ପଇସା ରୋଜଗାର କରିବେ ବୋଲି ଆନନ୍ଦିତ ମନରେ ସେମାନେ ଏହା କହିଛନ୍ତି । ପ୍ରଶାସନ ପକ୍ଷରୁ କିଛି କିଛି ସ୍ଥାନରେ ଅସ୍ଥାୟୀ ଟେଣ୍ଡ କରାଯାଇ ସମସ୍ତ ପୂଜାମଣ୍ଡପ ଗୁଡ଼ିକରେ ପୋଲିସ ମୂତୟନ କରାଯାଇଛି । ପୂଜା ମାହୋଲରେ ପ୍ରବଳ ଜନସମାଗମ ହେବ ବୋଲି ଆଶା କରାଯାଉଛି, ତେଣୁ ଆଜି ଠାରୁ ତାଳଚେରର ମୁଖ୍ୟ ରାସ୍ତା ଓ ପୂଜାମଣ୍ଡପ ଗୁଡ଼ିକ ନିକଟରେ ପୋଲିସ୍ ମୂତୟନ କରାଯାଇ ଟ୍ରାଫିକକୁ ନିୟନ୍ତ୍ରଣ ବ୍ୟବସ୍ଥା କଡ଼ାକଡ଼ି କରାଯିବା, ରୋମିଓ ମାନଙ୍କ ଗାଡ଼ିଚାଳନା, ମଦ୍ୟପ, ଚୋରୀ, ଡ଼କାୟତି, ରାହାଯାନୀ, ଛିନତାଇ ଏଗୁଡ଼ିକ ଉପରେ ତୀକ୍ଷ୍ଣନଜର ରଖିବାକୁ ପୋଲିସ୍ ପ୍ରଶାସନ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେବେ ଖାସ୍ କରି ପୂଜାମାହୋଲରେ ବିଭିନ୍ନ କିସମର ଦୋଳି, ମନୋହରି ଦୋକାନ, ଚାର୍ଟ, ଗୁପଚୁପ୍‌, ଫାଷ୍ଟଫୁଡ଼ ଇତ୍ୟାଦି ଦୋକାନ ଗୁଡ଼ିକରେ ଗହଳି ହୋଇଥାଏ । ଏହାକୁ ନେଇ ପୂଜା ମାହୋଲରେ ଟ୍ରାଫିକ ସମସ୍ୟା ଏକ ବଡ଼ ସମସ୍ୟା ରୂପେ ଉଭା ହେବ, ଦର୍ଶକ କିପରି ସୁବିଧାରେ ପୂଜାକୁ ଉପଭୋଗ କରି ପାରିବେ ତାକୁ ନେଇ ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ କରରାଯିବାକୁ ସବୁ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଶେଷ କଥା ପ୍ରତ୍ୟେକ ବର୍ଷ ହାଟତୋଟା ପ୍ରଜାମଣ୍ଡଳ ଭବନରେ ରାମ ଦୋଳି ଓ ଅନେକ କିସମର ଦୋଳିମାନ ଦର୍ଶକ ମାନଙ୍କ ପାଇଁ ପଡ଼ିଥାଏ, କିନ୍ତୁ ପ୍ରଜାମଣ୍ଡଳର ଉନ୍ନତି କରଣ କାର୍ଯ୍ୟ ଚାଲୁଥିବାରୁ ଏହାକୁ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ପକାଯାଇଛି । ଦର୍ଶକମାନେ କିପରି ଅସୁବିଧାର ସମ୍ମୁଖୀନ ନହୋଇ ଅନିଶ୍ଚିତତାରେ ପୂଜାକୁ ଉପଭୋଗ କରିବେ ସେ ଦିଗରେ  ପ୍ରଶାସନ ଦୃଷ୍ଟି ଦେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech