୬ଷ୍ଠ ଦିନରେ ଗଣେଶପୂଜା; ଶ୍ରଦ୍ଧାଳୁମାନେ ପୂଜା ଆନନ୍ଦ ଉଲ୍ଲାସରେ ଉପଭୋଗ କରୁଥିବା ବେଳେ ଅନେକ ସମସ୍ୟାରେ ମଧ୍ୟ ହେଉଛନ୍ତି ଛନ୍ଦି

୬ଷ୍ଠ ଦିନରେ ଗଣେଶପୂଜା
ଶ୍ରଦ୍ଧାଳୁମାନେ ପୂଜା ଆନନ୍ଦ ଉଲ୍ଲାସରେ ଉପଭୋଗ କରୁଥିବା ବେଳେ ଅନେକ ସମସ୍ୟାରେ ମଧ୍ୟ ହେଉଛନ୍ତି ଛନ୍ଦି


ତାଳଚେର, ୧୯/୦୯ତାଳଚେର ଐତିହ୍ୟ, ଅଂଚଳବାସୀଙ୍କ ପ୍ରଚେଷ୍ଟାରେ ବଜାୟ ରହି ଆଜି ବାବା ଗଜାନନଙ୍କ ପୂଜା ମହାଆଡ଼ମ୍ବର ସହକାରେ ପାଳିତ ହେଉଛି । ତାଳଚେର ଉପଖଣ୍ଡ ସମେତ ଏହାର ଆଖପାଖ ଜିଲ୍ଳା ଓ ବାହାର ଅଂଚଳରୁ ପୂଜାକୁ ଉପଭୋଗ କରିବାକୁ ସନ୍ଧ୍ୟା ସମୟରେ ଜୁଆଡ଼େ ଦେଖିବ ସିଆଡ଼େ ଖୋଚାଖୋଚ ଭିଡ଼, ପୂଜା ମାହୋଲ ପୁରା ସରଗରମ, ଏହି ପରିପ୍ରେକ୍ଷୀରେ ଲୋକେ ବାଟବଣା ନହେବାକୁ ଜାରି କରାଯାଇଛି ରୋଡ଼ମ୍ୟାପ୍ । ପୁରା ସହର ରାସ୍ତାର ନକ୍ସା, କେଉଁ ଦିଗକୁ ଗଲେ କେଉଁ ସ୍ଥାନରେ ପଂହଚିବ ତାହାର ସମ୍ପୂର୍ଣ୍ଣ ବିବରଣୀ ନକ୍ସାରେ ତୀର ଚିହ୍ନ ମାଧ୍ୟମରେ ସୂଚାଇ ଦିଆ ଯାଇଛି । ଶୁଖିଲା ପାଗ ବ୍ୟବସାୟୀଙ୍କୁ ଦେଇଛି ବେପାରର ପସରା । ବେପାରୀମାନେ ବେଶ ଭଲ ଦି’ ପଇସା ରୋଜଗାର କରି ପାରୁଛନ୍ତି । ଛୋଟ ମୋଟ ବ୍ୟସାୟୀଙ୍କ ଠାରୁ ଆରମ୍ଭ କରି ମହାଜନମାନେ ମଧ୍ୟ ଆନନ୍ଦିତ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ଏବଂ ବ୍ୟବସାୟୀମାନେ ହସି ହସି ଲୋକଙ୍କ ଚାହିଦା ମୂତାବକ କୌଣସି କୁଣ୍ଠାବୋଧ ନକରି ବିଭିନ୍ନ ପ୍ରକାର ସାମଗ୍ରୀ ଦେଖାଉଛନ୍ତି । ବିରାଦରପଡ଼ା ଗଣେଶପୂଜା କମିଟି, ସାରାଆକାଶ, ମହାବଳପଡ଼ା, ବଡ଼ଦାଣ୍ଡ ସାହି, ବଡ଼ବଜାର, ନୂଆଁବଜାର, ମାରୁଆଡ଼ିପଟ୍ଟୀ, ଭୈରବୀ ସାହି, ମହାରଣା ସାହି, କାରିଗରପଡ଼ା, ଚିତ୍ରକୂଟ ବଜାର, ରାମଚନ୍ଦ୍ର ବଜାର, ହାଟତୋଟା ରୋଡ଼୍‌, ହାଟତୋଟା ବଣିକସଂଘ, ହାଟତୋଟା ମ୍ୟୁନିସପାଲିଟି ମାରର୍କେଟ, ଜେଲରୋଡ଼୍‌, ବସଷ୍ଟାଣ୍ଡ, ପୁରୁଣା ପୋଷ୍ଟ ଅଫିସ୍‌, ଜାମ୍ବୁବଣିଆ ସାହି, ରୁଦ୍ରସେବକ ସଂଘ, ସିଂହ ସାହି, ଜୟହୀନ୍ଦ କ୍ଲବ, ବଉଳଛକ ରାସପାଟି, ପାଟଣା ସାହି, ବିରାଦରପଡ଼ା ଯୁବଗୋଷ୍ଠୀ, ଅରାସାହି, ଅଲରାଉଣ୍ଡର ଗଣେଶପୂଜା କମିଟି, କାରଗିଲ୍ ଗ୍ରୁପ୍‌, ମୋଚିସାହି, ବାପୁଜୀ ନଗର ଯୁବକସଂଘ, ବାପୁଜୀ ନଗର ବିଭାଗ – ଖ, ବାପୁଜୀନଗର ବିଭାଗ-ଗ, ହନୁମାନପଡ଼ା ଗଣେପୂଜା କମିଟି ତଥା ସମସ୍ତ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୂଜା କମିଟିଙ୍କ ଦ୍ୱାରା ପୌରାଣିକ ଧାରାବାହିକ, ଅପରେଶନ୍ ସିନ୍ଦୁର ଏମିତି କି ବିଭିନ୍ନ ସାଜସଜ୍ଜା କରି ଦର୍ଶକଙ୍କ ମନକୁ ଆଦୃତ କରିପାରୁଛନ୍ତି । ବଡ଼ଦାଣ୍ଡ ସାହି ଠାରୁ ଆରମ୍ଭ କରି ହାଣ୍ଡିଧୂଆଁ ପର୍ଯ୍ୟନ୍ତ ଦୀର୍ଘ ୪କିମି ରାସ୍ତାରେ ବଡ଼ବଡ଼ ଲାଇଟ୍ ତୋରଣ ସହିତ ଅନେକ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି କଳାହୀରା ସହର । ବିଭିନ୍ନ ସ୍ଥାନରେ ପୂଜା କମିଟି ପକ୍ଷରୁ ପ୍ରାୟ ଛକ ଗୁଡ଼ିକରେ ମେଲୋଡ଼ି, ଗୀତନାଚର କାର୍ଯ୍ୟକ୍ରମ ଚାଲିବା ସହ ପ୍ରସାଦ ବଂଟନ କରାଯାଉଥିବା ଦେଖାଯାଉଛି । ପ୍ରଶାସନ ପକ୍ଷରୁ ଜନଗହଳିକୁ ନିୟନ୍ତ୍ରଣ କରିବାକୁ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରତିଛକ ଓ ମେଢ଼ ସମ୍ମୁଖରେ ପୋଲିସ୍ ହୋମଗାର୍ଡ଼ ନିୟୋଜିତ କରିବା ସହ ଭାରୀଯାନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ତେବେ କେନ୍ଦ୍ରୀୟ ଗଣେଶପୂଜା କମିଟି ପକ୍ଷରୁ ଅସ୍ଥାୟୀ ପରିଶ୍ରାଗାର ନଥିବାରୁ ଭକ୍ତଙ୍କ ମନରେ ନାହିଁ ନଥିବା ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ଆଶୁ ଚିକିତ୍ସା ପାଇଁ ମଧ୍ୟ ସେହିପରି କୌଣସି ସୁବ୍ୟବସ୍ଥା କରାଯାଇ ନାହିଁ । ଦର୍ଶନାଥିଙ୍କ ପାଇଁ ଥଣ୍ଡା ପାନୀୟଜଳ ବ୍ୟବସ୍ଥା କୌଣସି ପୂଜା ମଣ୍ଡପ ନିକଟରେ ରହିନଥିବାରୁ ପାଣି ଟୋପେ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି । ଏପରିକି ଦୂରଦୂରାନ୍ତରୁ ବାଇକରେ ଆସୁଥିବା ଶ୍ରଦ୍ଧାଳୁମାନଙ୍କର ୩ଜଣ ବସିଥିବା ଗାଡ଼ିର ଫଟୋ ଉଠାଯାଇ ଚାଲାଣ କଟା ଯାଉଥିବା ଅଭିଯୋଗ ହେଉଛି, ଯଦି ଏପରି ହୁଏ ତେବେ ଆଗାମୀ ପୂଜା ଦିନ ଗୁଡ଼ିକରେ ପୂଜା ଦେଖିବାକୁ ଆସିବେ ନାହିଁ ବୋଲି ଆଲୋଚନ ଯୋରଧରିଛି । ତେଣୁ ତୁରନ୍ତ ପୋଲିସ୍ ପୂଜା ସମୟ ତକ ଗାଡ଼ି ଚେକିଙ୍ଗ ଓ ଚାଲାଣ କାଟିବାରୁ ନିବୃତ ରହିବାକୁ ଶ୍ରଦ୍ଧାଳୁଙ୍କ ମହଲରେ ଦାବି ହେଉଛି ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech