Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
‘ଏକ ଭାରତ ଶ୍ରେଷ୍ଠ ଭାରତ’ର ସ୍ଵପ୍ନ ସାକାର ନିମନ୍ତେ ପଦ୍ଧତି ଓ ପ୍ରକ୍ରିୟାକୁ ମଜବୁତ କରିବାକୁ ହେବ – କହିଲେ ପ୍ରଧାନମନ୍ତ୍ରୀ - Jagrat Bharat News

‘ଏକ ଭାରତ ଶ୍ରେଷ୍ଠ ଭାରତ’ର ସ୍ଵପ୍ନ ସାକାର ନିମନ୍ତେ ପଦ୍ଧତି ଓ ପ୍ରକ୍ରିୟାକୁ ମଜବୁତ କରିବାକୁ ହେବ – କହିଲେ ପ୍ରଧାନମନ୍ତ୍ରୀ

‘ଏକ ଭାରତ ଶ୍ରେଷ୍ଠ ଭାରତ’ର ସ୍ଵପ୍ନ ସାକାର ନିମନ୍ତେ ପଦ୍ଧତି ଓ ପ୍ରକ୍ରିୟାକୁ ମଜବୁତ କରିବାକୁ ହେବ – କହିଲେ ପ୍ରଧାନମନ୍ତ୍ରୀ

ଦେଶବ୍ୟାପୀ ସମନ୍ଵିତ ସେବା ଯୋଗୁଁ ‘ନ୍ୟୁନତମ ସରକାର – ଅଧିକତମ ପ୍ରଶାସନ’ ହେଉଛି ସୁନିଶ୍ଚିତ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ଚାଳକବିହୀନ ମେଟ୍ରୋ ଟ୍ରେନ ଆଜି ଉଦଘାଟନ କରିବା ସହ ଏୟାର ଏକ୍ସପ୍ରେସ ଲାଇନ, ଦିଲ୍ଲୀ ମେଟ୍ରୋ ନ୍ୟାସନାଲ କମନ ମୋବିଲିଟି କାର୍ଡର ସମ୍ପ୍ରସାରଣକୁ ମଧ୍ୟ ଉଦଘାଟନ କରିଛନ୍ତି । ଏହି କାର୍ଡ ଗତବର୍ଷ ଅହମ୍ମଦାବାଦରେ ଆରମ୍ଭ କରାଯାଇଥିଲା । ଏହି ଉଦଘାଟନ ଅବସରରେ ଶ୍ରୀ ମୋଦୀ ‘ମିନିମମ ଗଭର୍ଣ୍ଣମେଣ୍ଟ ଆଣ୍ଡ ମ୍ୟାକ୍ସିମମ ଗଭର୍ଣ୍ଣାନ୍ସ’ ଅର୍ଥାତ ପଦ୍ଧତି ଓ ପ୍ରକ୍ରିୟାକୁ ସମନ୍ଵିତ କରି ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ଵାରୋପ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଉନ୍ନତମାନର ସୁବିଧା ସୁଯୋଗ ସହ ଆଧୁନିକୀକରଣକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଉଚିତ । ଜାତୀୟ ସ୍ତରରେ କମନ ମୋବିଲିଟି କାର୍ଡ ଏ ଦିଗରେ ଏକ ବଡ ପଦକ୍ଷେପ । ଏହି ଗୋଟିଏ କାର୍ଡ ଭ୍ରମଣକାରୀମାନଙ୍କୁ ଯେକୌଣସି ପରିବହନ ମାଧ୍ୟମରେ ଯାତାୟାତ କଲେ ମଧ୍ୟ ସହାୟତା ଯୋଗାଇଦେବ ।

 

କମନ ମୋବିଲିଟି କାର୍ଡର ଅନ୍ୟ ଦୃଷ୍ଟାନ୍ତ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ, ସମସ୍ତ ପଦ୍ଧତି ଓ ପ୍ରକ୍ରିୟାକୁ ସମନ୍ଵିତ କରି ଜୀବନଧାରଣର ସୁଗମତାକୁ ଉନ୍ନତ କରିହେବ । ପଦ୍ଧତିକୁ ମଜବୁତ କରି ଦେଶକୁ ଅଧିକ ସୁସଂଯତ କରାଯାଉଛି । “ଗୋଟିଏ ଦେଶ, ଗୋଟିଏ ମୋବିଲିଟି କାର୍ଡ” ଭଳି ଆମ ସରକାର ଗତବର୍ଷଗୁଡିକରେ ଦେଶର ପଦ୍ଧତିକୁ ସମନ୍ଵିତ କରିବା ନେଇ ଅନେକ କାର୍ଯ୍ୟ କରିଛି ।

 

ଗୋଟିଏ ଦେଶ ଗୋଟିଏ ଫାଷ୍ଟଟ୍ୟାଗ ଦେଶବ୍ୟାପୀ ରାଜ୍ୟଗୁଡିକରେ ଭ୍ରମଣକୁ ସିମଲେସ କରିଛି । ଏହା ଯାତ୍ରୀମାନଙ୍କୁ ଭିଡ ଓ ବିଳମ୍ଭରୁ ରକ୍ଷା କରୁଛି । ଗୋଟିଏ ଟିକସ ବା ଜିଏସଟି ଟିକସ ପଦ୍ଧତିରେ ଥିବା ଅଡୁଆକୁ ଶେଷ କରି ଦେଶରେ ଏକକ ଟିକସ ବ୍ୟବସ୍ଥା ଆଣିବାରେ ସହାୟକ ହୋଇଛି । ଗୋଟିଏ ଦେଶ, ଗୋଟିଏ ପାୱାରଗ୍ରୀଡ ଦେଶର ସବୁ ଅଞ୍ଚଳକୁ ପର୍ଯ୍ୟାପ୍ତ ଓ ନିରବଛିନ୍ନ ବିଦ୍ୟୁତ ଶକ୍ତି ଯୋଗାଇ ପାରିଛି । ଶକ୍ତି ଅପଚୟ ମଧ୍ୟ ରୋକାଯାଇପାରିଛି ।

 

ଗୋଟିଏ ଦେଶ ଗୋଟିଏ ଗ୍ୟାସ ଗ୍ରୀଡ ସିମ ବିହୀନ ଗ୍ୟାସ ସଂଯୋଗ ଦେଶର କେତେକ ଅଞ୍ଚଳକୁ ସୁନିଶ୍ଚିତ କରାଯାଇଛି । ଯେଉଁଠି ଗ୍ୟାସ ଭିତ୍ତିକ ଜୀବନ ଓ ଅର୍ଥନୀତି ଏକ ସ୍ଵପ୍ନ ଭଳି ଆଗରୁ ଲାଗୁଥିଲା । ଗୋଟିଏ ଦେଶ, ଗୋଟିଏ ସ୍ୱାସ୍ଥ୍ୟ ବୀମା ଯୋଜନା ଯଥା ଆୟୁଷ୍ମାନ ଭାରତ ଯାହାଦ୍ୱାରା ଦେଶର ଯେକୌଣସି ସ୍ଥାନରେ ଦେଶବାସୀ ତାହାର ସୁବିଧା ହାସଲ କରିପାରୁଛନ୍ତି । ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନା ଯୋଗୁଁ ଦେଶର ଯେଉଁ ସ୍ଥାନକୁ ଗଲେ ମଧ୍ୟ ନାଗରିକମାନଙ୍କୁ ନୂଆ ରାସନ କାର୍ଡ ତିଆରି ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନାହିଁ । ସେହିପରି ଦେଶ ନୂତନ କୃଷିଗତ ସଂସ୍କାର ଓ ଇ-ନାମ ଭଳି ବ୍ୟବସ୍ଥା ଯୋଗୁଁ ଗୋଟିଏ ଦେଶ, ଗୋଟିଏ କୃଷି ବଜାର ରାସ୍ତାରେ ଅଗ୍ରସର ହେଉଛି ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech