ତରୁଣ କୁମାର ଆଇଚଙ୍କ ଜାତୀୟ କ୍ୟାଡେଟ୍ କର୍ପସର ୩୩ ତମ ଡିଜି ଭାବେ ଦାୟିତ୍ଵ ଗ୍ରହଣ

ଜେ ବି ଏନ, ୦୧ /୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଆଜି ଜାତୀୟ କ୍ୟାଡେଟ୍ କର୍ପସ (ଏନସିସି) ର 33 ତମ ମହାନିର୍ଦ୍ଦେଶକ ଭାବରେ (LG), ଲେଫ୍ଟନାଣ୍ଟ ଜନେରାଲ ତରୁଣ କୁମାର ଆଇଚ ଦାୟିତ୍ବ ଗ୍ରହଣ କରିଛନ୍ତି।
- ଲେଫ୍ଟନାଣ୍ଟ ଜେନେରାଲ ତରୁଣ କୁମାର ଆଇଚ ଶୁକ୍ରବାର ଦିନ ନ୍ୟାସନାଲ କ୍ୟାଡେଟ କର୍ପସ ଅର୍ଥାତ୍ ଏନସିସିର ମହାନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ଜାତୀୟ କ୍ୟାଡେଟ୍ କର୍ପସର 33 ତମ ଡିଜି।



